Neha Kakkar Net Worth / ଗୋଟିଏ ଗୀତ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି ୩୮ବର୍ଷୀୟା ନେହା ? ସମ୍ପତ୍ତି ଶୁଣି ଉଡ଼ିବ ହୋସ୍
·1 hour ago·2 min read

Key Points
ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର
ଆଜି ୩୮ବର୍ଷ ବୟସରେ ସାଜିଛନ୍ତି କୋଟିପତି
କେତେ ସମ୍ପତ୍ତିର ମାଲିକାଣୀ ଫ୍ୟାନ୍ସଙ୍କ ପ୍ରିୟ ନେହୁ ?
ଆଜି ୩୮ବର୍ଷ ବୟସରେ ସାଜିଛନ୍ତି କୋଟିପତି
କେତେ ସମ୍ପତ୍ତିର ମାଲିକାଣୀ ଫ୍ୟାନ୍ସଙ୍କ ପ୍ରିୟ ନେହୁ ?
ନିଜ କଣ୍ଠର ଯାଦୁ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କୁ ପରିଚୟର ଆବଶ୍ୟକତା ନାହିଁ । ୪ ବର୍ଷ ବୟସରୁ ମଣ୍ଡପରୁ ଭଜନ ଗାଇ ରିଆଲିଟି ଶୋ' 'ଇଣ୍ଡିଆନ୍ ଆଇଡଲ ୨'ରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଚଳିତ ବର୍ଷ ଜୁନ ୬ରେ ନେହା ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି ।


ପଢନ୍ତୁ ଏହି ଖବର: କ୍ୟାମେରା ଦେଖି ବେସମେଣ୍ଟରେ ଲୁଚିଲେ ପଲକ ତିୱାରୀ; ଏମିତି କହିଲେ Orry
- ଭଜନ ଗାଉଥିଲେ ନେହା

- ନେହାଙ୍କୁ କେବେ ମିଳିଥିଲା ପ୍ରଥମ ବ୍ରେକ୍ ?
- ବିଳାସପୂର୍ଣ୍ଣ ଜୀବନ ବିତାନ୍ତି ନେହା
- ନେହାଙ୍କ କାର କଲେକ୍ସନ

ପଢନ୍ତୁ ଏହି ଖବର: କ୍ୟାମେରା ଦେଖି ବେସମେଣ୍ଟରେ ଲୁଚିଲେ ପଲକ ତିୱାରୀ; ଏମିତି କହିଲେ Orry
- ନେହାଙ୍କ ସୁପରହିଟ୍ ଗୀତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories