Trisha in Teary Eyes / ମୁଖ୍ୟମନ୍ତ୍ରୀ ହେଲେ ବିଜୟ; ଶପଥ ସମାରୋହରେ ଭାବବିହ୍ଵଳ ତ୍ରିଶା
·2 hours ago·2 min read

Key Points
ବିଜୟଙ୍କ ଶପଥ ସମାରୋହରେ ତ୍ରିଶାଙ୍କ ଆଖିରେ ଲୁହ
ନଥିଲେ ପତ୍ନୀ କି ପିଲା, ପହଞ୍ଚିଥିଲେ ରୁମର୍ ବାନ୍ଧବୀ ତ୍ରିଶା
ନଥିଲେ ପତ୍ନୀ କି ପିଲା, ପହଞ୍ଚିଥିଲେ ରୁମର୍ ବାନ୍ଧବୀ ତ୍ରିଶା
ରବିବାର ଭବ୍ୟ ସମାରୋହରେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜୟ ଥାଲାପତି । ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ରୁମର୍ ଗର୍ଲଫ୍ରେଣ୍ଡ ତ୍ରିଶା କୃଷ୍ଣନ ସମ୍ପୂର୍ଣ୍ଣ ପାରମ୍ପରିକ ଲୁକରେ ପହଞ୍ଚିଥିଲେ । ବିଜୟ ଶପଥ ନେବା ପୂର୍ବରୁ ନିଜ ଫ୍ୟାନ୍ସ ଓ ରାଜ୍ୟ ଉଦ୍ଦେଶ୍ୟରେ ସଂକ୍ଷପ ଭାଷଣ ଦେଇଥିଲେ । ଏହି ସମୟରେ ତ୍ରିଶା ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ବିଜୟଙ୍କ ପତ୍ନୀ ସଙ୍ଗୀତା ଓ ପୁଅଝିଅ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ।
ଶପଥ ଗ୍ରହଣ ସମାରୋହ ଚେନ୍ନାଇ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ପିତାମାତା, ଫିଲ୍ମ ଦୁନିଆର କିଛି ପରିଚିତ ଚେହେରା ଓ ବହୁଳ ସଂଖ୍ୟାରେ ବିଜୟଙ୍କ ପ୍ରଶଂସକ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ତ୍ରିଶାଙ୍କୁ ବି ଦେଖିବାକୁ ମିଳିଥିଲା । ସେ କାର୍ଯ୍ୟକ୍ରମରେ ବିଜୟଙ୍କ ଭାଷଣକୁ ଧ୍ୟାନର ସହିତ ଶୁଣୁଥିବାବେଳେ ତାଙ୍କ ଆଖିରେ ଲୁହ ଆସିଥିଲା । ଏହି ସମାରୋହରେ ତ୍ରିଶା ବିଜୟଙ୍କ ପରିବାରକୁ ଖୁସିରେ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ପଢନ୍ତୁ ଏହି ଖବର: ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
ଅଧିକ ମନୋରଞ୍ଜନ ଖବର ପଢନ୍ତୁ...

- ଶପଥ ପରେ ତ୍ରିଶାଙ୍କ ପୋଷ୍ଟ ଭାଇରାଲ୍
ପଢନ୍ତୁ ଏହି ଖବର: ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
- ଚର୍ଚ୍ଚାରେ ବିଜୟ-ତ୍ରିଶାଙ୍କ ସମ୍ପର୍କ
ଅଧିକ ମନୋରଞ୍ଜନ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories