China System Fail / ଫୁସ୍ ମାରିଲା ଚୀନ ଡିଫେନ୍ସ ସିଷ୍ଟମ; ପାକିସ୍ତାନ ପରେ ବଡ଼ କ୍ଷତି ସହିଲା ଇରାନ
·6 months ago·2 min read

Key Points
ପୁଣି ଫେଲ୍ ମାରିଲା ଚୀନ ତିଆରି ଡିଫେନ୍ସ ସିଷ୍ଟମ
ପାକିସ୍ତାନ ପରେ ଇରାନ ହେଲା ହଟହଟା
ଅପରେସନ ସିନ୍ଦୂର ବେଳେ ଚୀନ ଡିଫେନ୍ସ ସିଷ୍ଟମ ବ୍ୟବହାର କରିଥିଲା ପାକ୍
ପାକିସ୍ତାନ ପରେ ଇରାନ ହେଲା ହଟହଟା
ଅପରେସନ ସିନ୍ଦୂର ବେଳେ ଚୀନ ଡିଫେନ୍ସ ସିଷ୍ଟମ ବ୍ୟବହାର କରିଥିଲା ପାକ୍
ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନୀ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ଵଂସ କରିଥିଲା । ଏହି ସିଷ୍ଟମର ନାମ HQ-9P ଥିବାବେଳେ ପାକିସ୍ତାନ ଏହାକୁ ଚୀନରୁ ଆଣିଥିଲା । ଏହା ଭାରତର ମିସାଇନ ଓ ଡ୍ରୋନକୁ ଟ୍ରାକ୍ କରିବାରେ ଫେଲ୍ ମାରିଥିଲା । ଏବେ ପୁଣି ଇରାନ ଚୀନର HQ-9ର B ଭାରିଏଣ୍ଟକୁ ବ୍ୟବହାର କରିଥିଲା, ଯାହାକି ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଧ୍ଵଂସ ହୋଇଛି । ଚୀନ ଉପରେ ଭରସା କରି ଶେଷରେ ଇରାନ ନିଜର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ହରାଇଛି ।
ପଢନ୍ତୁ ଏହି ଖବର: ଯୁଦ୍ଧର ଦ୍ଵିତୀୟ ଦିନରେ ଛାରଖାର ଇରାନ; ମାଟିରେ ମିଶିଲେଣି ସୁପ୍ରିମ ଲିଡର୍, ଆର୍ମି ଚିଫ୍ ଆଉ...
ଚୀନ ପକ୍ଷରୁ ଦାବି କରାଯାଏ ଯେ ଏହି ସିଷ୍ଟମ ମସାଇଲଗୁଡ଼ିକୁ ୨୬୦ କିଲୋମିଟର ଦୂରରେ ଥିବା ଶତ୍ରୁଙ୍କ ଉପରକୁ ନିକ୍ଷେପ କରିଥାଏ । ଏହା ପ୍ରଥମେ ଭୂମିରୁ ୫୦ କିଲୋମିଟର ଉପରକୁ ଯାଇ ଆକ୍ରମଣ କରିବାକୁ ସକ୍ଷମ । ଏଥିରେ ଆଧୁନିକ 'ରାଡାର' ଓ 'ଇନଫ୍ରାରେଡ୍ ସିକର' ଲଗାଯାଇଛି । ଏହା ସେହି ବିମାନକୁ ବି ଚିହ୍ନଟ କରିପାରେ, ଯାହାକୁ ରାଡାରରେ ଦେଖିବା ମୁସ୍କିଲ ।
- HQ-9B କଣ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପ୍ରଶ୍ନ ଘେରରେ ଚୀନର ଡିଫେନ୍ସ ସିଷ୍ଟମ
ଜୁଲାଇ ୨୦୨୫ରେ ଇରାନ ଚୀନ ଠାରୁ ଏହାକୁ କିଣିଥିଲା । ତେହେରାନ ଆଶା କରିଥିଲା ଯେ ଏହି ଟେକ୍ନୋଲୋଜି ଦେଶକୁ ଯେକୌଣସି ଆକ୍ରମଣରୁ ରକ୍ଷା କରିବ, କିନ୍ତୁ ସବୁକିଛି ଓଲଟା ହୋଇଛି । ଯେତେବେଳେ ଇସ୍ରାଏଲ ଇରାନର ଏକାଧିକ ସହର ଉପରେ ଆକାଶ ପଥରୁ ଆକ୍ରମଣ କରିଥିଲା, ସେତେବେଳେ ଏହି ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଥିଲେ ସୁଦ୍ଧା ମାଡ଼ି ଆସୁଥିବା ମିସାଇଲଗୁଡ଼ିକୁ ରୋକିପାରିନଥିଲା । ଏହାଦ୍ଵାରା ଇସ୍ରାଏଲ ଆକ୍ରମଣରେ ଇରାନରେ ବହୁ ମାତ୍ରାରେ କ୍ଷତି ହୋଇଛି ।
ଅଧିକ ଖବର ପଢନ୍ତୁ...
Related Topics
Explore more stories