Iran War Terminology 2026 / ମଧ୍ୟ ପ୍ରାଚ୍ୟ ଯୁଦ୍ଧ ବେଳେ ବ୍ୟବହୃତ ହେଉଥିବା ଏହି ୧୦ ଶବ୍ଦର ଅର୍ଥ କ'ଣ
·1 hour ago·5 min read

Key Points
ପଶ୍ଚିମ ଏସିଆର ଯୁଦ୍ଧ ବିଶ୍ୱକୁ ଯୁଦ୍ଧ ପାଇଁ ନୂତନ ଶବ୍ଦ ସହିତ ପରିଚିତ କରାଇଛି। ଛାୟା ଯୁଦ୍ଧ, ପରଦା ପଛରେ ଯୁଦ୍ଧ, ପଛ ଦ୍ୱାର ଆଲୋଚନା, ଗୋଳାବାରୁଦ ପର୍ଯ୍ୟନ୍ତ ଏହି ଶବ୍ ଏବେ ବହୁଳ ମାତ୍ରାରେ ପ୍ରଚଳିତ ହେଉଛି।
Terminology of the Israel-Iran missile war: ଇରାନ-ଇସ୍ରାଏଲ ମଧ୍ୟରେ ସଂଘର୍ଷ କେବଳ ଡ୍ରୋନ୍ କିମ୍ବା କ୍ଷେପଣାସ୍ତ୍ରର ଖେଳ ନୁହେଁ। ବରଂ କୂଟନୈତିକ ଏବଂ ସାମରିକ ଶବ୍ଦାବଳୀର ଏକ ଜଟିଳ ଖେଳ ମଧ୍ୟ। ଯେତେବେଳେ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ଖବର ବିଭିନ୍ନ ଗଣମାଧ୍ୟମରେ ଆସୁଛି ସେତେବେଳେ ଛାୟା ଯୁଦ୍ଧ,ପ୍ରତିରୋଧ, ପଛ ଦ୍ୱାର ଆଲୋଚନା ଭଳି ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି। ଏହି ଶବ୍ଦ କେବଳ ପାଠ୍ୟପୁସ୍ତକ ପରିଭାଷା ନୁହେଁ ବରଂ ଏହା ହଜାର ହଜାର ଲୋକଙ୍କ ଜୀବନ ଏବଂ ବିଭିନ୍ନ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ଏହି ଯୁଦ୍ଧକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ହେଲେ ସେହି ୧୦ ସାମରିକ ଏବଂ କୂଟନୈତିକ ଶବ୍ଦର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ଆଜି ଯୁଦ୍ଧର ନୂତନ ବ୍ୟାକରଣ ପାଲଟିଛି।
Loitering Munitions
ଆଧୁନିକ ଯୁଦ୍ଧରେ ଆଉ ସିଧାସଳଖ କ୍ଷେପଣାସ୍ତ୍ର କିମ୍ବା ଗୁଳିଗୋଳା ବର୍ଷଣ ଅନ୍ତର୍ଭୂକ୍ତ ନାହିଁ, ବରଂ "Loitering Munitions" ଯୁଦ୍ଧର ପ୍ରକୃତିକୁ ପରିବର୍ତ୍ତନ କରିଦେଇଛି। ଏହା ହେଉଛି ଏପରି ଘାତକ ଅସ୍ତ୍ର ଯାହାକୁ ନିକ୍ଷେପ କରିବା ପରେ ପ୍ରାୟତଃ ମଝି ଆକାଶରେ ଛାଡ଼ି ଦିଆଯାଏ। ଯିଏ ଶିକାରୀ ପରି ଆକାଶରେ ଘୂରି ବୁଲିଥାଏ। ଏହି ଅସ୍ତ୍ର ଏହାର ଲକ୍କୁ ଧ୍ୱଂସ କରିବା ପାଇଁ ଅପେକ୍ଷା କରି ରହିଥାଏ। ଯେତେବେଳେ ଏହି ଅସ୍ତ୍ର ଏହାର ଲକ୍ଷ୍ୟସ୍ଥଳକୁ ଚିହଟ କରିଥାନ୍ତି, ସେତେବେଳେ ସେମାନେ ସିଧାସଳଖ ସେମାନଙ୍କ ଲକ୍ଷ୍ୟ ସହିତ ଧକ୍କା ହୋଇ ବିସ୍ଫୋରଣ ସହିତ ନିଜକୁ ଉଡ଼ାଇ ଦିଅନ୍ତି। ଏହାର ଉଦହରଣ ହେଉଛି ଆତ୍ମଘାତି "କାମେକାଜି ଡ୍ରୋନ୍" (Kamikaze Drones)। କୁହାଯାଏ ଯେ ଏହି ଡ୍ରୋନ୍ ଆକ୍ରମଣ ସମୟରେ ଏହାର ଧାର୍ଯ୍ୟ ଲକ୍ଷ୍ୟ ସହ ନିଜକୁ ନଷ୍ଟ କରି ଦେଇଥାଏ। ଏହି ଆତ୍ମଘାତୀ ଡ୍ରୋନ୍ର ଭୟ ଇରାନ-ଇସ୍ରାଏଲ ଉତ୍ତେଜନା ସମୟରେ ସବୁଠାରୁ ଅଧିକ ଅନୁଭୂତ ହେଉଛି।
Precision Strike
ଆଧୁନିକ ଯୁଦ୍ଧରେ ଅନ୍ଧାଧୁନିଆ ବୋମାମାଡ଼ କରିବା ପରିବର୍ତ୍ତେ "Precision Strike" ଉପରେ ଗୁରୁତ୍ୱ ଦିଆଯାଏ। ଏହାର ଅର୍ଥ ସରଳ ଭାବରେ କହିବାକୁ ଗଲେ ସର୍ଜିକାଲ୍ ଷ୍ଟ୍ରାଇକ୍ (Surgical Strike) ପରି ସଠିକତା। ଏଥିରେ ସ୍ମାର୍ଟ ମିସାଇଲ୍ ଏବଂ ଗାଇଡେଡ୍ ଅସ୍ତ୍ରଶସ୍ତ୍ର ବ୍ୟବହାର ଅନ୍ତର୍ଭୂକ୍ତ। ଯାହା କେବଳ ଧାର୍ଯ୍ୟ ସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥାଏ। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ନିକଟବର୍ତ୍ତୀ ଆବାସିକ ଅଞ୍ଚଳ ଏବଂ ସାଧାରଣ ନାଗରିକଙ୍କୁ ସର୍ବନିମ୍ନ କ୍ଷତି ପହଞ୍ଚିଥାଏ। ଯାହାକୁ ସାମରିକ ଭାଷାରେ "Collateral Damage" କୁହାଯାଏ। ଇସ୍ରାଏଲ ପ୍ରାୟତଃ ଏହି ପ୍ରଯୁକ୍ତିବିଦ୍ୟାକୁ ଇରାନରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବା ପାଇଁ ବ୍ୟବହାର କରିଥାଏ।
ଏହା ସହ ପଢନ୍ତୁ: କାହିଁକି ଯୁଦ୍ଧ ବେଳେ ୨୦୦ ବିଲିୟନ ମାଗିଲେ ଟ୍ରମ୍ପ?
Energy Weaponization
ଯୁଦ୍ଧ କେବଳ ସୀମାରେ ନୁହେଁ ବରଂ ରୋଷେଇ ଘର ଏବଂ କାରଖାନାରେ ମଧ୍ୟ ଲଢ଼ାଯାଏ। "Energy Weaponization" ବୁଝାଏ ଯେତେବେଳେ ଏକ ଦେଶ ତେଲ, ଗ୍ୟାସ କିମ୍ବା ବିଦ୍ୟୁତ୍ ଭଳି ଶକ୍ତି ଯୋଗାଣକୁ ଅସ୍ତ୍ର କରିଥାଏ। ଇରାନ ଭଳି ପ୍ରମୁଖ ତୈଳ ଉତ୍ପାଦକ ଦେଶ, ବିଶ୍ୱ ଉପରେ ଚାପ ପକାଇବା ପାଇଁ ଯୋଗାଣକୁ ସୀମିତ କରିପାରେ କିମ୍ବା ମୂଲ୍ୟ ବୃଦ୍ଧି କରିପାରେ। ଏହା ଶତ୍ରୁର ଅର୍ଥନୀତିକୁ ନଷ୍ଟ କରିଦିଏ ଏବଂ ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଦିଏ। ଗୋଟିଏ ଗୁଳି ନ ଫୁଟାଇ ଗୋଟିଏ ଦେଶକୁ ଜବାବ ଦେବାରେ ଏହା ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି ବିବେଚନା କରାଯାଏ।
War Fatigue
ଯେକୌଣସି ଦୀର୍ଘକାଳୀନ ଯୁଦ୍ଧର ସବୁଠାରୁ ଖରାପ ଦିଗ ହେଉଛି ଯୁଦ୍ଧ ଜନିତ କ୍ଳାନ୍ତି। ଯେତେବେଳେ ମାସ କିମ୍ବା ବର୍ଷ ଧରି ଯୁଦ୍ଧ ଜାରି ରହେ, ସେତେବେଳେ ଦେଶର ରାଜକୋଷ ଖାଲି ହେବାରେ ଲାଗେ। ସେତେବେଳେ ସୈନିକଙ୍କ ଅଭାବ ଦେଖାଯିବା ସହ ଦେଶର ନାଗରିକଙ୍କ ମନୋବଳ ହ୍ରାସ ପାଇବା ଆରମ୍ଭ କରିଦିଏ। ଲୋକେ ଯୁଦ୍ କାରଣରୁ କ୍ଳାନ୍ତ ହୋଇଯିବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିଥାନ୍ତି। ଯେତେବେଳେ ଯୁଦ୍ଧ ପାଇଁ କୌଣସି ଦେଶର ଇଚ୍ଛାଶକ୍ତି ଏବଂ ସମ୍ବଳ ହ୍ରାସ ପାଇବା ଆରମ୍ଭ ହୁଏ, ଏହାକୁ "War Fatigue" କୁହାଯାଏ। ଋଷିଆ-ୟୁକ୍ରେନ ଯୁଦ୍ଧ ଏହି ପରିସ୍ଥିତି ଧିରେ ଧିରେ ପଶ୍ଚିମ ଏସିଆରେ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛି।
Also Read: ଆମେରିକା-ଇରାନ ଯୁଦ୍ଧକୁ ନେଇ କ'ଣ ଥିଲା ବାବା ବେଙ୍ଗାଙ୍କ ପୂର୍ବାନୁମାନ?
ଛାୟ ଯୁଦ୍ଧ (Proxy War)
ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ପ୍ରମୁଖ ଅଂଶ ହେଉଛି ଛାୟ ଯୁଦ୍ଧ (Proxy War)। ଏହାର ଅର୍ଥ ହେଉଛି ଦୁଇଟି ପ୍ରମୁଖ ଦେଶ ପରସ୍ପର ସହିତ ସିଧାସଳଖ ଲଢ଼ିବା ପରିବର୍ତ୍ତେ ଏକ ତୃତୀୟ, ଛୋଟ ଗୋଷ୍ଠୀ, ଆତଙ୍କବାଦୀ ସଙ୍ଗଠନ କିମ୍ବା ବିଦ୍ରୋହୀଙ୍କୁ ବ୍ୟବହାର କରିଥାନ୍ତି। ଇରାନ ବିରୋଧରେ "ହିଜ୍ଜିବୁଲ୍ଲା" (Hezbollah) କିମ୍ବା ହମାସ୍ (Hamas) ଅଥବା ହୁଥି (Houthis) ବିଦ୍ରୋହୀଙ୍କୁ ସମର୍ଥନ ଦେବାର ଅଭିଯୋଗ ହୋଇଛି ଯେଉଁମାନେ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବାର ବାରମ୍ବାର ଅଭିଯୋଗ ଆସୁଛି। ଏହି ଘଟଣାରେ ମୁଖ୍ୟ ଦେଶ ଇରାନ ସିଧାସଳଖ ଯୁଦ୍ଧରେ ସାମିଲ ନାହିଁ। ବରଂ ଅର୍ଥ, ଅସ୍ତ୍ରଶସ୍ତ୍ର ଏବଂ ତାଲିମ ପ୍ରଦାନ କରି ଇସ୍ରାଏଲ ବିରୋଧରେ ଲଢେଇ ଜାରି ରଖିଛି। ସାମରିକ ଭାଷାରେ ଏହାକୁ ଛାୟା ଯୁଦ୍ଧ (Proxy War) କୁହାଯାଏ।
Back-Channel Talks
ଯେତେବେଳେ ବିଶ୍ୱ ସମୁଦାୟକୁ ଅନୁଭବ ହୁଏ ଯେ ଏକ ପରମାଣୁ ଯୁଦ୍ଧ ହେବାକୁ ଯାଉଛି, ସେତେବେଳେ ପରଦା ପଛରେ କଥାବାର୍ତ୍ତା ଆରମ୍ଭ ହୋଇଯାଏ। ଏହା ସରକାରୀ କୂଟନୈତିକ ବୈଠକ ଠାରୁ ପୃଥକ ହୋଇଥାଏ। ଏହି ବୈଠକରେ ଯୁଦ୍ଧ ଲଢିବାକୁ ଯାଉଥିବା ଦେଶ କୌଣସି ତୃତୀୟ ଦେଶ ମାଧ୍ୟମରେ ଉଭୟ ପକ୍ଷ ସହିତ ନୀରବରେ ଯୋଗାଯୋଗ କରିଥାନ୍ତି। ଯେହେତୁ ଏହି ଆଲୋଚନାସାର୍ବଜନୀନ ନୁହେଁ,ତେଣୁ ଉଭୟ ଦେଶ ଖୋଲାଖୋଲି ଭାବରେ ସେମାନଙ୍କର ସର୍ତ୍ତ ଜଣାଇ ପାରନ୍ତି ଏବଂ ସେମାନଙ୍କର ବିଶ୍ୱସନୀୟତା ହରାଇ ନ ପାରି ଏକ ଆପୋଷ ବୁଝାମଣା ପାଇଁ ଭୂମି ପ୍ରସ୍ତୁତ କରିପାରିବେ। ପ୍ରାୟତଃ ଏହି ଗୁପ୍ତ ବୈଠକରେ ପ୍ରମୁଖ ଯୁଦ୍ଧ ବିରତିର ମୂଳଦୁଆ ସ୍ଥାପିତ ହୋଇଥାଏ।
ପ୍ରତିରୋଧ (Deterrence)
ସାମରିକ ଭାଷାରେ ପ୍ରତିରୋଧ ଶବ୍ଦର ଅର୍ଥ ହେଉଛି ଶତ୍ରୁ ପକ୍ଷଙ୍କ ମନରେ ଏତେ ଭୟ ସୃଷ୍ଟି କରି ଦିଅ ଯେ ସେ ଆକ୍ରମଣ କରିବାକୁ ସାହସ କରିପାରିବ ନାହିଁ। ଏହା ଶକ୍ତି ପ୍ରଦର୍ଶନ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ସନ୍ତୁଳନ ଉପରେ ଆଧାରିତ। ଯେତେବେଳେ ଏକ ଦେଶ ଜାଣେ ଯେ ଯଦି ସେ ଆକ୍ରମଣ କରେ, ତାହେଲେ ଅନ୍ୟ ଦେଶ ତାକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବ, ତାହେଲେ ସେ ପଛକୁ ହଟିଯାଏ। ପରମାଣୁ ଅସ୍ତ୍ର ହେଉଛି ପ୍ରତିରୋଧର ସବୁଠାରୁ ପ୍ରମୁଖ ଉଦାହରଣ। ଇସ୍ରାଏଲ-ଇରାନ ଉଭୟ ନିରନ୍ତର ସେମାନଙ୍କର କ୍ଷେପଣାସ୍ତ୍ର କ୍ଷମତା ପ୍ରଦର୍ଶନ କରି ଯୁଦ୍ଧକୁ ଏଡାଇବାକୁ (Deterrence) ଚେଷ୍ଟା କରନ୍ତି।
ଏହା ସହ ପଢନ୍ତୁ: ଯୁଦ୍ଧ କରି କେତେ ଦେଶଙ୍କୁ ବର୍ବାଦ କରିଛି ଆମେରିକା? ତାଲିକାରେ କେଉଁଠି ରହିଛି ଇରାନ୍?
Red Line
ଆନ୍ତର୍ଜାତୀୟ ରାଜନୀତିରେ, "Red Line" ହେଉଛି ଏକ ଚେତାବନୀ। ଯାହାକୁ ପାର କରିବାର ଅର୍ ହେଉଛି ସିଧା ମହାଯୁଦ୍ଧ। ଯେକୌଣସି ଦେଶ ଏକ ସୀମା କିମ୍ବା ସର୍ତ୍ତ ସ୍ଥିର କରିଥାଏ। ଯେପରିକି ଯଦି ଆମର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୁଏ, ତାହେଲେ ଆମେ ପୂର୍ଣ୍ଣ ଶକ୍ତି ସହିତ ଏହାର ପ୍ରତିଶୋଧ ନେବୁ। ଏହାକୁ ସାମରିକ ଭାଷାରେ "Red Line" କୁହାଯାଏ। ଯଦି ଶତ୍ରୁ ପକ୍ଷ ଏହି ସୀମା ଅତିକ୍ରମ କରେ, ତାହେଲେ ସେମାନେ କଠୋର ସାମରିକ ପ୍ରତିକ୍ରିୟାର ସାମ୍ନା କରିଥା। ଇସ୍ରାଏଲ-ଇରାନ ମଧ୍ୟରେ "Red Line" ବାରମ୍ବାର ପରିବର୍ତ୍ତନ ହେଉଛି। ଯାହା ବିପଦକୁ ଆହୁରି ବୃଦ୍ଧି କରିଛି।
Escalation and De-escalation
ଯୁଦ୍ଧରେ ଯେତେବେଳେ ଛୋଟ ଆକ୍ରମଣ ବଡ଼ ଆକ୍ରମଣରେ ପରିଣତ ହୁଏ, ଘାତକ ଅସ୍ତ୍ରର ବ୍ୟବହାର ବୃଦ୍ଧି ପାଏ ଏବଂ ଲଢ଼େଇ ନୂତନ କ୍ଷେତ୍ରକୁ ବ୍ୟାପିଯାଏ, ସେତେବେଳେ ଏହାକୁ "Escalation" କୁହାଯାଏ। ଠିକ ଏହାର ବିପରୀତ ଭାବରେ, ଯେତେବେଳେ ଉଭୟ ପକ୍ଷ ଆକ୍ରମଣ ବନ୍ଦ କରନ୍ତି, ଆଲୋଚନାରେ ସାମିଲ ହୁଅନ୍ତି ଏବଂ ଉତ୍ତେଜନା ହ୍ରାସ କରନ୍ତି, ଏହାକୁ "De-escalation" କୁହାଯାଏ।
Off-ramp
ଯେତେବେଳେ ଉଭୟ ପକ୍ଷ ଯୁଦ୍ଧରେ ଫସିଯାଆନ୍ତି ଏବଂ କୌଣସି ପକ୍ଷ ବିଜୟୀ ନହୁଏ, ସେତେବେଳେ ଏକ "Off-ramp" ଖୋଜାଯାଏ। ଏହା ଏକ କୂଟନୈତିକ ବିକଳ୍ପ ଯାହା ଉଭୟ ଦେଶକୁ ପରାଜୟ ସ୍ୱୀକାର ନକରି ଯୁଦ୍ଧ ବନ୍ଦ କରିବାକୁ ଅନୁମତି ଦିଏ। ଏହାକୁ ସମ୍ମାନ ରକ୍ଷା କରିବା "Face-saving" ମଧ୍ୟ କୁହାଯାଏ। ଏକ "Off-ramp" ମାଧ୍ୟମରେ ଏକ ତୃତୀୟ ଦେଶ ହସ୍ତକ୍ଷେପ କରି ଏପରି ଏକ ଆପୋଷ ବୁଝାମଣା କରେ ଯାହା ଦ୍ୱାରା ଉଭୟ ଦେଶ ଯୁଦ୍ଧରୁ ହଟି ଯାଇଛନ୍ତି ଏବଂ ବିଶ୍ୱକୁ ସେମାନେ କହିପାରିବେ ଯେ ସେମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Iran War Terminology 2026Operation Epic Fury vs Operation Roaring LionProxy War in Middle East 2026What is a Black-Channel in diplomacyAxis of Resistance members 2026Strait of Hormuz blockade impactStrategic Ambiguity in Iran conflictRed Lines in Iran-Israel warRules of Engagement for US-Iran strikesSurgical strikes on nuclear infrastructureNuclear Deterrence vs Operational DeterrenceMeaning of 'Multi-Theater War' in 2026