Pakistan New Social Media Tax / ପାକ୍ ସରକାରଙ୍କ ବଡ଼ ନିଷ୍ପତ୍ତି ଏଣିକି ସୋସିଆଲ ମିଡ଼ିଆ ରୋଜଗାର ଉପରେ ଲାଗୁ ହେବ ଟ୍ୟାକ୍ସ
·2 hours ago·3 min read

Key Points
ଏକ ପାକିସ୍ତାନୀ ସିନେଟ କମିଟି ସୋସିଆଲ ମିଡିଆ ଦ୍ୱାରା ହେହେଉଥିବା ଆୟ ଉପରେ ୫ ପ୍ରତିଶତ ଟିକସ ଲଗାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।
Pak Govt Social Media Content Tax: ପାକିସ୍ତାନ ସରକାର ସୋସିଆଲ ମିଡିଆ କଣ୍ଟେଣ୍ଟ ମାଧ୍ୟମରେ ଆୟୋ କରୁଥିବା ଲୋକଙ୍କ ଉପରେ ଟିକସ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି। ପଡ଼ୋଶୀ ଦେଶର ସରକାରଙ୍କ ନଜର ୟୁଟ୍ୟୁବର, ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ଣ୍ଟେଟ୍ କ୍ରିଏଟର ପେସାରେ ଜଡ଼ିତ ରହିଥିବା ଲୋକଙ୍କ ବର୍ଦ୍ଧିତ ଆୟ ଉପରେ ପଡ଼ିଛି। ସ୍ଥାନୀୟ ଗଣମାଧ୍ୟମ ଡନ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସଂସଦର ଏକ କମିଟି ସୋସିଆଲ ମିଡିଆ ରୋଜଗାର ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସୋସିଆଲ ମିଡି଼ଆ କେବଳ ଯୋଗାଯୋଗର ମାଧ୍ୟମ ହୋଇ ରହିନାହିଁ। ବରଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ହେଲେ ତଥାପି ଏହି ପ୍ରସ୍ତାବ ବିରୋଧ ମଧ୍ୟ ସ୍ୱର ଉଠିବାରେ ଲାଗିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ସରକାଙ୍କ ଏହି ଟିକସ କେବଳ ସେହି କଣ୍ଟେଟ୍ କ୍ରିଏଟର୍ ଙ୍କ ପାଇଁ ଲାଗୁ ହେବ ନାହିଁ ଯେଉଁମାନେ ଦେଶର ନାଗରିକ। ବରଂ ବିଦେଶୀ ୟୁଟ୍ୟୁବର, ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର, ଣ୍ଟେଟ୍ କ୍ରିଏଟର ଙ୍କ ଙ୍କ ଉପରେ ମଧ୍ୟ ଏହି ନିୟମ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାର ଅର୍ଥ ହେଉଛି ଯଦି ଆପଣଙ୍କର ଭିଡିଓ ପାକିସ୍ତାନରେ ଭଲ ଳୋକପ୍ରିୟତା ହାସଲ କରୁଛି ଏବଂ ଏଥିରୁ ଆପଣ ଟଙ୍କା ରୋଜଗାର କରୁଛନ୍ତି, ତାହେଲେ ପାକିସ୍ତାନ ସରକାରଙ୍କୁ ଆପଣ ଟ୍ୟାକ୍ସ ଦେବେ। ଏହା କିପରି କାର୍ଯ୍ୟକାରୀ ହେବ ତାହା ଏ ସମ୍ପର୍କିତ ଆଇନ ପାରିତ ହେବା ପରେ ଜଣାପଡିବ।
ଏହା ସହ ପଢନ୍ତୁ: ଡ୍ୟାନ୍ସ ରୁମ୍ ପାଲଟିଲା କୋର୍ଟ ରୁମ୍; ଟଙ୍କା ଉଡ଼ାଇବା ଭିଡ଼ିଓ ଭାଇରାଲ
ପାକିସ୍ତାନରେ ନିଆଯାଇଛି କେଉଁ ନିଷ୍ପତ୍ତି?
ଏହି ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସିନେଟ୍ ର ଆର୍ଥିକ ସ୍ଥାୟୀ କମିଟି ଅର୍ଥ ବିଲ୍ ୨୦୨୬ ଅଧିନରେ, ସୋସିଆଲ ମିଡିଆ ଆୟ ଉପରେ କର ଲଗାଇବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ପରେ, କମିଟି ଏହି ଟିକସ ବ୍ୟବସ୍ଥାକୁ ଅନୁମୋଦନ କରିଥିଲା। ଏଠାରେ ଉଲ୍ଲେଖନୀୟ ଯେ ପାକିସ୍ତାନରେ ବହୁ ସଂଖ୍ୟକ ସୋସିଆଲ ମିଡ଼ିଆ କ୍ରିଏଟର ଏବଂ ଇନଫ୍ଲୁଏନ୍ସର, ଅନଲାଇନ୍ ବ୍ୟବସାୟ ମାଲିକ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି।
ଏହି ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମନିଟାଇଜେସନ୍, ବିଜ୍ଞାପନ ଏବଂ ଦର୍ଶକଙ୍କ ପାଖରୁ ଆସିଥାଏ। ଏ ସମ୍ପର୍କିତ ପ୍ରସ୍ତାବ ଅନୁଯାୟୀ ବାର୍ଷିକ ୬ ଲକ୍ଷ ପାକିସ୍ତାନୀ ଟଙ୍କା ପର୍ଯ୍ୟନ୍ତ ସୋସିଆଲ ମିଡିଆ ଆୟ କରମୁକ୍ତ ହେବ। ସେହିପରି ୬ ଲକ୍ଷରୁ ୧୨ ଲକ୍ଷ ପାକିସ୍ତାନୀ ଟଙ୍କା ମଧ୍ୟରେ ଆୟ ଉପରେ ୫ ପ୍ରତିଶତ ଟିକସ ଲାଗୁ ହେବ।
ଏହା ସହ ପଢନ୍ତୁ: ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି; ବିଦେଶୀ ଋଣ ଶୁଝିବେ ଗଧ!
ପ୍ରସ୍ତାବ ବିରୋଧରେ ଉଠୁଛି ପ୍ରତିବାଦର ସ୍ୱର
ଏହି ରିପୋର୍ଟ ଅନୁଯାୟୀ, କିଛି କମିଟି କିଛି ସଦସ୍ୟ ଏହି ପ୍ରସ୍ତାବ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଅଧିକ ଟିକସ ଲାଗୁ କରିବା ଦ୍ୱାରା ବିଦେଶରୁ ଆୟ ପ୍ରଭାବିତ ହୋଇପାରେ। ଏହା ଡିଜିଟାଲ୍ ରୋଜଗାରକାରୀଙ୍କୁ ନିରୁତ୍ସାହିତ କରିପାରେ ବୋଲି କହିଛନ୍ତି ସଲିମ ମଣ୍ଡୱିୱାଲା। ଏହି ସମୟରେ, ସେନେଟର ଅବଦୁଲ କାଦିର ଯୁକ୍ତି ଦର୍ଶାଇଥିଲେ ଯେ ବିଦେଶୀ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରି ରୋଜଗାର କରୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ। ସେମାନଙ୍କ ଉପରେ ଅତ୍ୟଧିକ ବୋଝ ଲଦିବା ଠିକ୍ ନୁହେଁ।
ଏହି ସମାଲୋଚନାର ଜବାବରେ, ପାକିସ୍ତାନ ସରକାର କହିଛନ୍ତି ଯେ ସୋସିଆଲ ମିଡିଆ ଦ୍ୱାରା ହେଉଥିବା ଆୟକୁ ଅନ୍ୟ ଯେକୌଣସି ଆୟ ପରି କରଯୋଗ୍ୟ ଭାବରେ ବିବେଚନା କରାଯିବା ଆବଶ୍ୟକ। କେବଳ ସୋସିଆଲ ମିଡି଼ଆ ରୋଜଗାର ସରକାର ନିଜର ଅଂଶ ଦାବି କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Pakistan tax on social media incomePakistan budget social media creator taxWithholding tax on YouTube earnings PakistanTikTok and Facebook income tax PakistanDigital content creator tax Pakistan 2026How much tax do Pakistani YouTubers payPakistan Finance Bill 5 percent tax on influencersFBR tax on digital media monetization PakistanNew tax rules for freelancers and creators in PakistanImpact of social media tax on Pakistani content creators