Breaking News / ଗର୍ଭବତୀଙ୍କୁ ମିଳିଲାନି ଛୁଟି; ଚାଲିଗଲା କୋମଳମତୀ ଶିଶୁର ଜୀବନ
·5 months ago·2 min read

Key Points
ଗର୍ଭଧାରଣ ସମୟରେ ବି ଦେଲେନି ଛୁଟି
ଲିଭ୍ ମାଗି ମାଗି ଥକିଗଲେ ମହିଳା
ଶେଷରେ ଚାଲିଗଲା ନବଜାତର ଜୀବନ
ଲିଭ୍ ମାଗି ମାଗି ଥକିଗଲେ ମହିଳା
ଶେଷରେ ଚାଲିଗଲା ନବଜାତର ଜୀବନ
କେବଳ ଗୋଟିଏ 'ହଁ' ପାଇଁ ଚାଲିଯାଇଛି କୋମଳମତୀ ଶିଶୁର ଜୀବନ । ନୂଆ କରି ମାତୃତ୍ଵ ଲାଭ କରିଥିବା ମହିଳା ଜଣକ ଘରୁ କାମ କରିବାକୁ ଅଫିସ ନିକଟରେ ଅନୁରୋଧ କରିଥିଲେ । ହେଲେ ମିଳିନଥିଲା ଅନୁମତି । ମହିଳା ଜଣକ ୩ ଦିନ ଅଫିସ ଯିବା ପରେ ତାଙ୍କ ଶିଶୁଟିର ଜୀବନ ଚାଲିଯାଇଛି । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କଣ ମାନବିକତାଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଚାକିରି ବୋଲି ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।
ଅଫିସ ଏହା ମଧ୍ୟ କହିଥିଲା ଯେ ଅଫିସ ଆସ ନହେଲେ, ବିନା ଦରମାରେ ଘରେ ଛୁଟି ନେଇ ରୁହ । ମହିଳା ଜଣକ ବାଧ୍ୟ ହୋଇ ଶେଷରେ ଡାକ୍ତରଙ୍କ ପରାମର୍ଶ ବିରୋଧରେ ଯାଇ ଅଫିସ ଯାଇଥିଲେ । ସେ ଫେବୃଆରୀ ୨୨ରେ କାମ ଆରମ୍ଭ କରିଥିଲେ ଓ ଲଗାତାର ୩ ଦିନ ଅଫିସ ଯାଇଥିଲେ । ତିନି ଦିନ ପରେ ଅର୍ଥାତ ଫେବୃଆରୀ ୨୪ରେ ତାଙ୍କୁ ପ୍ରସବ ପୀଡ଼ା ହୋଇଥିଲା । ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ ସତ, କିନ୍ତୁ ଶିଶୁଟି ସଠିକ ସମୟ ପୂର୍ବରୁ ଜନ୍ମ ନେଇଥିବାରୁ କିଛି ସମୟ ପରେ ତାର ମୃତ୍ୟୁ ଘଟିଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ମହିଳାଙ୍କୁ ପ୍ରସବ ଜନିତ ପୀଡ଼ା ହେଲା, ସେତେବେଳେ କମ୍ପାନୀ ଘରୁ କାମ କରିବାକୁ ଅନୁମତି ଦେଇଥିଲା ।
- କଣ ପୁରା ଘଟଣା ?

- କୋର୍ଟରେ ମାମଲା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories