Today IPL Match / ଆଜି ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ମ୍ୟାଚ୍; ପ୍ରତିଶୋଧ ଲକ୍ଷ୍ୟରେ କିଙ୍ଗ ଖାନଙ୍କ ଟିମ
·3 days ago·2 min read

Key Points
ଆଜି ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ମୁହାଁମୁହିଁ
ଦ୍ଵିତୀୟ ଲଗାତାର ବିଜୟ ଆଶାରେ କିଙ୍ଗ ଖାନଙ୍କ ଟିମ
ଦ୍ଵିତୀୟ ଲଗାତାର ବିଜୟ ଆଶାରେ କିଙ୍ଗ ଖାନଙ୍କ ଟିମ
ସୁପରସଣ୍ଡେରେ ସୁପର ମ୍ୟାଚ୍ । ସନ୍ଧ୍ୟା ୭:୩୦ଟାରେ ଇକାନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ । ଉଭୟ ଟିମ LSG ଏବଂ KKRର ସିଜନ ନିରାଶାଜନକ ରହିଛି । LSG ୭ଟି ମ୍ୟାଚରୁ ଦୁଇଟି ବିଜୟରୁ ୪ ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛି । ସେପଟେ, କୋଲକାତା ନାଇଟ୍ ରାଇଡର୍ସ ୭ଟି ମ୍ୟାଚରୁ କେବଳ ଗୋଟିଏ ମ୍ୟାଚ ଜିତିଛି ଏବଂ ୩ ପଏଣ୍ଟ ସହିତ ଦଶମ ସ୍ଥାନରେ ଅଛି ।
ଏଥିସହ ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କଠୁ ଅଭିଷେକ ଶର୍ମା; IPLରେ ଗୋଟିଏ ଦିନରେ ଐତିହାସିକ ରେକର୍ଡ
ଅଧିକ ଖବର ପଢନ୍ତୁ...
- ପ୍ରତିଶୋଧ ଲକ୍ଷ୍ୟରେ KKR
ଏଥିସହ ପଢ଼ନ୍ତୁ: ବୈଭବ ସୂର୍ଯ୍ୟବଂଶୀଙ୍କଠୁ ଅଭିଷେକ ଶର୍ମା; IPLରେ ଗୋଟିଏ ଦିନରେ ଐତିହାସିକ ରେକର୍ଡ
- ଇକାନା ଷ୍ଟାଡିୟମର ପିଚ୍ କିପରି ?
- ଲକ୍ଷ୍ନୌ ଏବଂ କୋଲକାତାର ହେଡ୍ ଟୁ ହେଡ୍ ରେକର୍ଡ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories