PA Murder Case / ଆସିଲା ଚନ୍ଦ୍ରନାଥ ମାଆଙ୍କ ପ୍ରତିକ୍ରିୟା; 'ଯଦି ମୋ ପୁଅ କୌଣସି ଦୁର୍ଘଟଣାରେ ମରିଥାନ୍ତା....
·2 hours ago·2 min read

Key Points
ଶୁଭେନ୍ଦୁ ଅଧିକାରୀ PA ହତ୍ୟା ଘଟଣା
ଆସିଲା ଚନ୍ଦ୍ରନାଥଙ୍କ ମାଆଙ୍କ ପ୍ରତିକ୍ରିୟା
ଆସିଲା ଚନ୍ଦ୍ରନାଥଙ୍କ ମାଆଙ୍କ ପ୍ରତିକ୍ରିୟା
ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ଘଟଣା । ଆସିଲା ମୃତକ ଚନ୍ଦ୍ରନାଥ ରଥଙ୍କ ମାଆଙ୍କ ପ୍ରତିକ୍ରିୟା । କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ହତଭାଗା ଚନ୍ଦ୍ରକାନ୍ତଙ୍କ ମାଆ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡ ଚାହୁଁନାହାନ୍ତି, ବରଂ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳୁ ବୋଲି ସେ କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରନାଥଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି ।
ସେ ଆହୁରି କହିଛନ୍ତି, "ଯଦି ମୋ ପୁଅ କୌଣସି ଦୁର୍ଘଟଣାରେ ମରିଥାନ୍ତା, ତେବେ ମୁଁ ଏତେ ଦୁଃଖୀ ହୋଇନଥାନ୍ତି । ଦୁର୍ବୃତ୍ତମାନେ ଯେପରି ଭାବରେ ମୋ ପୁଅକୁ ନିର୍ଯାତନା ଦେଇ ହତ୍ୟା କଲେ, ଏସବୁ ତୃଣମୂଳ କଂଗ୍ରେସ ଦ୍ୱାରା ରଚିତ କାହାଣୀ । ଯେବେଠାରୁ ଶୁଭେନ୍ଦୁ ବାବୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି, ସେବେଠାରୁ ମୋ ପରିବାର ଏଭଳି ବିପଦର ସମ୍ମୁଖୀନ ହୋଇଛି ।"
ପଢନ୍ତୁ ଏହି ଖବର: ରାତି ଅଧରେ PAଙ୍କୁ ଗୁଳି କରି ହତ୍ୟା; ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ
ସେପଟେ ଶୁଭେନ୍ଦୁ ଅଧିକାରୀ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବା ସହ ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି । କିଛି ଦିନ ପୂର୍ବରୁ ଚନ୍ଦ୍ରନାଥଙ୍କୁ ରେକି କରାଯାଇଥିବାବେଳେ ପୋଲିସକୁ ବି ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଥିବା ଶୁଭେନ୍ଦୁ କହିଛନ୍ତି । ସେପଟେ ହତ୍ୟା ପଛରେ ଟିଏମସି ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ କେୟା ଘୋଷ ।
ଅଧିକ ଖବର ପଢନ୍ତୁ...
- 'ଦୋଷୀଙ୍କୁ ମିଳୁ କଠୋର ଦଣ୍ଡ'
#WATCH | Chandipur, Purba Medinipur, West Bengal: Hasirani Rath, mother of BJP leader Suvendu Adhikari's PA Chandra, who was shot dead near Madhyamgram last night, says, "I want the guilty to be punished. I am a mother, I do not want them to be hanged. I want life imprisonment… pic.twitter.com/h1OMxWFbO3
— ANI (@ANI) May 7, 2026
ସେ ଆହୁରି କହିଛନ୍ତି, "ଯଦି ମୋ ପୁଅ କୌଣସି ଦୁର୍ଘଟଣାରେ ମରିଥାନ୍ତା, ତେବେ ମୁଁ ଏତେ ଦୁଃଖୀ ହୋଇନଥାନ୍ତି । ଦୁର୍ବୃତ୍ତମାନେ ଯେପରି ଭାବରେ ମୋ ପୁଅକୁ ନିର୍ଯାତନା ଦେଇ ହତ୍ୟା କଲେ, ଏସବୁ ତୃଣମୂଳ କଂଗ୍ରେସ ଦ୍ୱାରା ରଚିତ କାହାଣୀ । ଯେବେଠାରୁ ଶୁଭେନ୍ଦୁ ବାବୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି, ସେବେଠାରୁ ମୋ ପରିବାର ଏଭଳି ବିପଦର ସମ୍ମୁଖୀନ ହୋଇଛି ।"
- ତଦନ୍ତକୁ ଜୋରଦାର କଲା ପଶ୍ଚିମବଙ୍ଗ ପୋଲିସ
ପଢନ୍ତୁ ଏହି ଖବର: ରାତି ଅଧରେ PAଙ୍କୁ ଗୁଳି କରି ହତ୍ୟା; ହତ୍ୟାକାଣ୍ଡକୁ ନେଇ ଗର୍ଜିଲେ ଶୁଭେନ୍ଦୁ ଅଧିକାରୀ
ସେପଟେ ଶୁଭେନ୍ଦୁ ଅଧିକାରୀ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବା ସହ ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି । କିଛି ଦିନ ପୂର୍ବରୁ ଚନ୍ଦ୍ରନାଥଙ୍କୁ ରେକି କରାଯାଇଥିବାବେଳେ ପୋଲିସକୁ ବି ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ମିଳିଥିବା ଶୁଭେନ୍ଦୁ କହିଛନ୍ତି । ସେପଟେ ହତ୍ୟା ପଛରେ ଟିଏମସି ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ କେୟା ଘୋଷ ।
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories