Tamil Nadu Election Results / ତାମିଲନାଡୁରେ ବିଜୟଙ୍କ ବିଜୟଗାଥା ଜାରି; ଉପନିର୍ବାଚନରେ ପୁଣି ଜିତିଲେ
·1 hour ago·2 min read

Key Points
ତାମିଲନାଡୁରେ ୨ଟି ଆସନରେ ଉପନିର୍ବାଚନ
ଜିତିଲା ଥାଲାପତି ବିଜୟଙ୍କ ଟିଭିକେ ଦଳ
ଦୁଇଟି ଆସନରେ ହାସଲ କଲା ବିଶାଳ ବିଜୟ
ଜିତିଲା ଥାଲାପତି ବିଜୟଙ୍କ ଟିଭିକେ ଦଳ
ଦୁଇଟି ଆସନରେ ହାସଲ କଲା ବିଶାଳ ବିଜୟ
ଚେନ୍ନାଇ: ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାମିଲନାଡୁର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନକୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ପାଇଁ ପ୍ରଥମ ପରୀକ୍ଷା ଥିଲା । ଆଜି (ଶୁକ୍ରବାର) ଯେତେବେଳେ EVM ଖୋଲାଯାଇଥିଲା, ଧରାପୁରମରେ ଆଗୁଆ ରହିଥିଲା ବିଜୟଙ୍କ ଟିଭିକେ ଦଳ । ଏବେ ଉପନିର୍ବାଚନ ଫଳ ପ୍ରକାଶ ପାଇଛି । ଉଭୟ ବିଧାନସଭା ଆସନ ଧରାପୁରମ ଏବଂ ମଦୁରନ୍ତକମରେ ବିଜୟୀ ହୋଇଛି ଟିଭିକେ ।
ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନ ପାଇଁ ୟୁପିରେ ହେବନି ଭୋଟିଂ; ୧୦ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ବିଜୟୀ
- TVKର ବଢିଲା ବିଧାୟକଙ୍କ ସଂଖ୍ୟା
- TVK ପ୍ରଥମ ପରୀକ୍ଷାରେ ପାସ୍
ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନ ପାଇଁ ୟୁପିରେ ହେବନି ଭୋଟିଂ; ୧୦ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ବିଜୟୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କାହିଁକି ହେଲା ଉପନିର୍ବାଚନ ?
Related Topics
Explore more stories