Shivraj Singh In Puri / ସକାଳୁ ସକାଳୁ ଶ୍ରୀମନ୍ଦିରରେ କେନ୍ଦ୍ର କୃଷି ମନ୍ତ୍ରୀ; ବିକଶିତ ଭାରତ ପାଇଁ କଲେ ପ୍ରାର୍ଥନା
·3 months ago·2 min read

Key Points
ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର କୃଷି ମନ୍ତ୍ରୀ
ବିକଶିତ ଭାରତ ପାଇଁ ପ୍ରାର୍ଥନା କରିଥିବା କହିଲେ
ଆଜି ଓଡ଼ିଶାରେ ୫ଟି ରାଜ୍ୟର ଆଞ୍ଚଳିକ କୃଷି ସମ୍ମିଳନୀ
ବିକଶିତ ଭାରତ ପାଇଁ ପ୍ରାର୍ଥନା କରିଥିବା କହିଲେ
ଆଜି ଓଡ଼ିଶାରେ ୫ଟି ରାଜ୍ୟର ଆଞ୍ଚଳିକ କୃଷି ସମ୍ମିଳନୀ
ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଞ୍ଚିଲେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ବୈଭବ ଶାଳୀ, ଶକ୍ତିଶାଳୀ ଓ ଗୌରବଶାଳୀ ଭାରତ ଗଠନ ସହ ଆତ୍ମ ନିର୍ଭର ଓ ବିକଶିତ ଭାରତ ଗଠନ ସହ ସନାତନ ସଂସ୍କୃତିକୁ ଦିଗଦର୍ଶନ ଦେବା ସହ ବିଶ୍ୱରେ ଶାନ୍ତି ବଜାୟ ରଖିବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ।
ପଢନ୍ତୁ ଏହି ଖବର: ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ୍ ନେଇ ୫ ପରାମର୍ଶ ଦେଲେ ନିତିନ ନବୀନ
- ଆଜି ୫ ରାଜ୍ୟର ଆଞ୍ଚଳିକ କୃଷି ସମ୍ମିଳନୀ
- ସୋମବାର ଆସିଥିଲେ ନୀତିନ ନବୀନ
ପଢନ୍ତୁ ଏହି ଖବର: ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ୍ ନେଇ ୫ ପରାମର୍ଶ ଦେଲେ ନିତିନ ନବୀନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଆଜି ପୁରୀରେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ଦିନ ତମାମ ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ନିଷ୍ପତ୍ତି । କେବଳ ରତ୍ନ ଗଣତି ହେଉଥିବା ଦିନ ମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ ।
Related Topics
Explore more stories