Odisha News / ଭିନ୍ନକ୍ଷମ ନିଖୋଜ ପୁଅକୁ ଖୋଜି ପାଇଲା ମାଆ; ଥାନାରେ ଭାବବିହ୍ଵଳ ପରିସ୍ଥିତି
·7 months ago·2 min read

Key Points
୩ ମାସ ପରେ ପୁଅକୁ ଖୋଜିପାଇଲା ମାଆ
କେଉଁଆଡେ ଚାଲିଯାଇଥିଲା ଭିନ୍ନକ୍ଷମ ପୁଅ
ପାଗେଳି ପରି ରାସ୍ତାରେ ଫଟୋ ଧରି ବୁଲୁଥିଲା ମାଆ
କେଉଁଆଡେ ଚାଲିଯାଇଥିଲା ଭିନ୍ନକ୍ଷମ ପୁଅ
ପାଗେଳି ପରି ରାସ୍ତାରେ ଫଟୋ ଧରି ବୁଲୁଥିଲା ମାଆ
ଆଜି ରାଜଧାନୀ ଭୁବନେଶ୍ଵର ସ୍ଥିତ ନୟାପଲ୍ଲୀ ଥାନା ପରିସରରେ ଦେଖିବାକୁ ମିଳିଥିଲା ଭାବବିହ୍ଵଳ ପରିସ୍ଥିତି । କାରଣ ଦୀର୍ଘ ୩ ମାସ ପରେ ଭିନ୍ନକ୍ଷମ ନିଖୋଜ ପୁଅକୁ ଖୋଜି ପାଇଥିଲା ମାଆ । ଅର୍ଗସ ଟିଭିରେ ଖବର ବାଜିବା ପରେ ଆକ୍ଟିଭ ମୋଡରେ ପୋଲିସ ମାଆପୁଅଙ୍କୁ ଭେଟ କରିବାରେ ଲାଗିଥିଲା । କିଛି ଦିନ ହେବ ପୁଅକୁ ନ ପାଇ ବୟସ୍କ ମହିଳା ଜଣକ ପାଗେଳି ପରି ରାଜଧାନୀର ଗଳିକନ୍ଦିରେ ବୁଲୁଥିଲେ । ଫଟୋ ଧରି ସମସ୍ତଙ୍କୁ ପୁଅକୁ ଦେଖିଛ ବୋଲି ପଚାରୁଥିଲେ । ଏମିତିକି ପୋଲିସ ଓ ମହିଳା ଜଣକ ମିଶି ରାଜଧାନୀରେ ନିଖୋଜ ଯୁବକଙ୍କୁ ଖୋଜୁଥିବା ଦେଖିବାକୁ ମିଳିଥିଲା ।
ପଢନ୍ତୁ ଏହି ଖବର: ମାସେ ହେଲା ଘରକୁ ଫେରିନି ପୁଅ; ଏ ଗଳି ସେ ଗଳି ବୁଲୁଛି ମାଆ
- ମାଆ କୋଳକୁ ଫେରିଲା ପୁଅ
- ବାଜିଲା ଖବର, ପଡ଼ିଲା ପ୍ରଭାବ
ପଢନ୍ତୁ ଏହି ଖବର: ମାସେ ହେଲା ଘରକୁ ଫେରିନି ପୁଅ; ଏ ଗଳି ସେ ଗଳି ବୁଲୁଛି ମାଆ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଖୁସିରେ ଆତ୍ମବିଭୋର ମାଆ
ଅଧିକ ଖବର ପଢନ୍ତୁ...
Related Topics
Explore more stories