Crime News / ପୁରୁଷୋତ୍ତମପୁର ଥାନା ମହିଳା SIଙ୍କ ଆତ୍ମ*ହତ୍ୟା ! ସରକାରୀ କ୍ୱାର୍ଟରରେ ହାରିଲେ ଜୀବନ
·1 hour ago·1 min read

Key Points
ପୁରୁଷୋତ୍ତମପୁରରେ ମହିଳା ଏସ୍ଆଇଙ୍କ ସନ୍ଦେହଜନକ ମୃ*ତ୍ୟୁ
ଘଟଣାସ୍ଥଳରେ ଗଞ୍ଜାମ ଏସ୍ପି
ଘଟଣାସ୍ଥଳରେ ଗଞ୍ଜାମ ଏସ୍ପି
ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ) ପ୍ରଭାସିନୀ ସାହୁଙ୍କ ମୃ*ତ୍ୟୁକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଜ ସରକାରୀ ବାସଭବନରୁ ତାଙ୍କ ମୃ*ତଦେହ ମିଳିଥିବା ନେଇ ସୂଚନା ମିଳିଛି । ଏହି ଖବର ପାଇବା ପରେ ଗଞ୍ଜାମ ଏସ୍ପି ପୁରୁଷୋତ୍ତମପୁର ଥାନାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସୂଚନା ଅନୁଯାୟୀ, ପ୍ରଭାସିନୀ ସାହୁ ଗତ ଦୁଇ ମାସ ଧରି ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ଥିଲେ । ସେ ୨୦୨୪ ବ୍ୟାଚ୍ର ଏସ୍ଆଇ ହୋଇଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱର କମିଶନରେଟ୍ ପୋଲିସରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳରେ ।
କିଛି ମାସ ପୂର୍ବରୁ ତାଙ୍କ ବିବାହ ହୋଇଥିବାବେଳେ ତାଙ୍କ ସ୍ୱାମୀ ରେଳବାଇରେ ଲୋକୋ ପାଇଲଟ୍ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ପୋଲିସର ତଦନ୍ତ, ପରିବାର ସଦସ୍ୟଙ୍କ ଉପସ୍ଥିତି ଏବଂ ଆବଶ୍ୟକ ଯାଞ୍ଚ ପରେ ହିଁ ମୃ*ତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି ।
ଏଥି ସହ ପଢନ୍ତୁ: ମାଡ଼ି ଆସୁଛି ଭୀଷଣ ବାତ୍ୟା; ମାର୍ଗଦର୍ଶିକା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories