KMC Mayor Firhad Hakim / ଅଭିଷେକ ବାନାର୍ଜୀଙ୍କୁ ମିଳିଲା କେଏମସି ନୋଟିସ୍; ଟିଏମସି ମେୟର କହିଲେ...
·3 months ago·4 min read

Key Points
ପଶ୍ଚିମବଙ୍ଗରେ ବିଜେପି ସରକାର ଶାସନ ଭାର ଗ୍ରହଣ କରିସାରିବା ପରେ ଟିଏମସି ମହାସଚିବ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ୪୩ଟି ସମ୍ପତ୍ତିର ଏକ ତାଲିକା ପ୍ରକାଶ ପାଇଛି। କୋଲକାତା ମ୍ୟୁନିସିପାଲ କର୍ପୋରେସନ ତାଙ୍କ ଘର, ଶାନ୍ତି ନିକେତନକୁ ବୁଲଡୋଜର ନୋଟିସ ଜାରି କରି ୧୭ ସମ୍ପତ୍ତିର ଅନଧିକୃତ ଅଂଶ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛି।
Abhishek Banerjee vs Firhad Hakim: ପଶ୍ଚିମବଙ୍ଗରେ ଶାସନ ଭାର ଗ୍ରହଣ କରିସାରିବା ପର ଠାରୁ ବିଜେପି ସରକାର ଏବେ ଆକ୍ସନ ମୋଡ୍ କୁ ଆସିଯାଇଛି। ଶାସକ ଦଳ ଏବେ ବିରୋଧି ଟିଏମସି ଉପରେ ବିଭିନ୍ନ ପ୍ରସଙ୍ଗରେ ନେଇ ଆକ୍ରମଣ କରିବାରେ ଲାଗିପଡ଼ିଛି। ଏଥିପାଇଁ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ସବୁଠାରୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଯାାହାଙ୍କୁ ଗତ ସୋମବାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନୋଟିସ ଦିଆଯାଇଛି। ଏହି ସମୟରେ, ବିଜେପି ସରକାର ଟିଏମସି ମହାସଚିବ ଏବଂ ତଥା ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ ସହ ଜଡିତ ୪୩ ସମ୍ପତ୍ତିର ଏକ ବିସ୍ତୃତ ତାଲିକା ପ୍ରକାଶ କରିଛି।
ଅଭିଷେକ ବାନାର୍ଜୀଙ୍କ ସହ ଜଡିତ ସମ୍ପତ୍ତି ତାଲିକା ଜାରି କଲା ବିଜେପି
ବିଜେପି ପକ୍ଷରୁ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହିତ ଜଡି଼ତ ଯେଉଁ ସମ୍ପତ୍ତି ତାଲିକା ପ୍ରକାଶ କରିଯାଇଛି, ତାହା ମଧ୍ୟରୁ ଅନେକ ଅଭିଷେକ ବାନାର୍ଜୀଙ୍କ ପରିବାର ସଦସ୍ୟ ଏବଂ ମମତା ବାନାର୍ଜୀ, ଅମୃତା ବାନାର୍ଜୀ, ସବିତା ବାନାର୍ଜୀ, ମିନାତି ବାନାର୍ଜୀ, ବାଣାନି ବାନାର୍ଜୀ ଏବଂ ସାୟାନି ଘୋଷଙ୍କ ଭଳି ନିକଟତମ ବନ୍ଧୁଙ୍କ ସହ ମିଳିତ ମାଲିକାନା ଭାବରେ ତାଲିକାଭୂକ୍ତ ହୋଇଛି।
ଟିଏମସି ସଚିବଙ୍କୁ ନୋଟିସ୍ ପଠାଇଲା କେଏମସି; ମେୟର କହିଲେ ମୁଁ କିଛି ଜାଣି ନାହିଁ
ଗୋଟିଏ ପଟେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ମାମଲା ସହିତ ଲଢ଼ୁଛନ୍ତି। ଅନ୍ୟପଟେ ତାଙ୍କୁ କୋଲକାତା ନଗର ନିଗମ ପକ୍ଷରୁ ଏକ ନୋଟିସ ପଠାଯାଇଛି। ଯେଉଁଥିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦର୍ଶାଯାଇଛି। ଗତ ସୋମବାର ସନ୍ଧ୍ୟାରେ, କୋଲକାତା ନଗର ନିଗମ ଅଭିଷେକ ବାନାର୍ଜୀଙ୍କ ଶାନ୍ତିନିକେତନ ସ୍ଥିତ ବାସଭବନରେ ଏକ ନୋଟିସ ଲଗାଇ ତାଙ୍କ ୧୭ଟି ସମ୍ପତ୍ତିର ଅନଧିକୃତ ଅଂଶ ଭାଙ୍ଗିବା ପାଇଁ ତାଙ୍କୁ ୭ ଦିନ ସମୟ ଦେଇଥିଲା।
ଅଭିଷେକ ବାନାର୍ଜୀଙ୍କୁ କୋଲକାତା ନଗର ନିଗମ ପକ୍ଷରୁ ନୋଟିସ୍ ଜାରି କରାଯିବା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ମେୟର ଫିରହାଦ ହକିମ। ଯିଏ ହେଉଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀ। ବୁଧବାର (ମେ ୨୦) ବିଜେପି ତାଙ୍କର କଥିତ ୪୩ଟି ସମ୍ପତ୍ତିର ଏକ ତାଲିକା ପ୍ରକାଶ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଲଢେଇ ପୂର୍ବରୁ ମୁଣ୍ଡ ନୁଆଁଇଲେ ଟିଏମସି 'ପୁଷ୍ପା'; କାହିଁକି ମୈଦାନ ଛାଡି଼ଦେଲେ ଜାହାଙ୍ଗୀର ଖାନ?
ମେୟର ସହମତିରେ ଜାରି ହୋଇନଥାଏ ନୋଟିସ୍: ଫିରହାଦ ହକିମ
କୋଲକାତା ମେୟର ଫିରହାଦ ହକିମ କହିଛନ୍ତି ଯେ ସେ ଅଭିଷେକ ବାନାର୍ଜୀଙ୍କୁ କୋଲକାତା ନଗର ନିଗମ ପକ୍ଷରୁ ନୋଟିସ୍ ଜାରି କରାଯିବା ସମ୍ପର୍କରେ କିଛି ଜାଣିନାହାଁନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ନୋଟିସ ମେୟରଙ୍କ ସମ୍ମତିରେ ଜାରି କରାଯାଏ ନାହିଁ। ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟିଏମସି ମେୟର କହିଛନ୍ତି ଯେ ସୋସିଆଲ ମିଡିଆରେ ଯେଉଁ ସମ୍ପତ୍ତି ତାଲିକା ପ୍ରସାରିତ ହେଉଛି ତାହାର ଯାଞ୍ଚ କରାଯିବା ଆବଶ୍ୟକ। ନଗର ନିଗମରେ ମେୟର ଜଣେ ନୀତିନିର୍ମାତା, ହୋଇପାରନ୍ତି ହେଲେ ମ୍ୟୁନିସିପାଲ କମିଶନର ପ୍ରଶାସନିକ ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କରେ ନିଷ୍ପତ୍ତି ନେଇଥାନ୍ତି। ଏପରି ମାମଲାରେ ମେୟରଙ୍କ ହାତରେ କୌଣସି ବିଶେଷାଧିକାର କିମ୍ବା ପ୍ରତ୍ୟକ୍ଷ କର୍ତ୍ତୃତ୍ୱ ନାହିଁ। ନୋଟିସ ଜାରି କରିବା ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବା ଦାୟିତ୍ୱ ମ୍ୟୁନିସିପାଲ କମିଶନରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ ରହିଥାଏ।
ବିଜେପି ଏହି ତାଲିକା ଜାରି କରି ଅଭିଯୋଗ କରିଛି ଯେ ଏହି ସମ୍ପତ୍ତି ଅଭିଷେକ ବାନାର୍ଜୀଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡି଼ତ ରହିଛି। ତାଲିକାରେ ଅନ୍ତର୍ଭୂକ୍ତ ସମ୍ପତ୍ତିର ମାଲିକାନା, ସ୍ଥାନ ଏବଂ ଅନ୍ୟାନ୍ୟ ବିବରଣୀ ସାର୍ବଜନୀନ କରାଯାଇଛି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶିତ ଦସ୍ତାବିଜ ଅନୁଯାୟୀ, କୋଲକାତାର ବିଭିନ୍ନ ରାସ୍ତା ଏବଂ ୱାର୍ଡରେ ଅବସ୍ଥିତ ଏହି ସମ୍ପତ୍ତି ମିଳିତ ଭାବରେ ବିଭିନ୍ନ ବ୍ୟକ୍ତିଙ୍କ ମାଲିକାନାରେ ଅଛି। ତାଲିକାରେ ସ୍ପଷ୍ଟ ଭାବରେ ୫୮/୩ ବାରାକପୁର ଟ୍ରଙ୍କ ରୋଡରେ ଅବସ୍ଥିତ ଅରବିଟ୍ ଲୁମିୟର, ଗରିଆହାଟ ରୋଡରେ ଅବସ୍ଥିତ ସମିରଣ ସମବାୟ ହାଉସିଂ ସୋସାଇଟି ଏବଂ ବେହାଲର ବେଚାରମ ଚାଟାର୍ଜୀ ରୋଡରେ ଅବସ୍ଥିତ ସାଇ ଭବନ ଭଳି ଅସ୍ଥାବର ସମ୍ପତ୍ତିର ଠିକଣା ଦର୍ଶାଯାଇଛି।

ଅନ୍ୟପଚଟେ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏକ ଧନ୍ୟବାଦ ସଭାରେ ଆଉ ତିନି ଜଣ ଟିଏମସି ନେତା କିମ୍ବା ସେମାନଙ୍କର ନିକଟତର ସହଯୋଗୀଙ୍କ ସମ୍ପତ୍ତି ବିଷୟରେ ବିବରଣୀ ପ୍ରକାଶ କରିଛନ୍ତି। ଏହା ସହିତ କହିଛନ୍ତି ତାଙ୍କ ସରକାର ସମସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଜେଲ ପଠାଇବ। ମୁଁ ନଗର ଉନ୍ନୟନ ବିଭାଗ ସଚିବ ଏବଂ କୋଲକାତା ନଗର ନିଗମର କମିଶନରଙ୍କୁ ସେହି ୪ ଜଣଙ୍କ ସମ୍ପତ୍ତି ବିବରଣୀ ପଠାଇବାକୁ କହିଛି। ଆପଣ କ'ଣ ସେମାନଙ୍କ ନାମ ଜାଣିବାକୁ ଚାହାଁନ୍ତି?" ଏହି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ପଚାରିଥିଲେ?
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବେଲେଘାଟାର ରାଜୁ ନସ୍କର, ଯାହାଙ୍କ ପାଖରେ ୧୮ଟି ସମ୍ପତ୍ତି ଅଛି। ଦ୍ୱିତୀୟରେ ଅଛନ୍ତି କସବାର ସୋନା ପପ୍ପୁ, ଯାହାଙ୍କ ପାଖରେ ୨୪ଟି ସମ୍ପତ୍ତି ରହିଛି। ତୃତୀୟରେ ଅଛନ୍ତି ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ। ଏହି ସମ୍ପତ୍ତି ମଧ୍ୟରୁ ୧୪ଟି 'ଲିପ୍ସ ଆଣ୍ଡ ବାଉଣ୍ଡସ୍' କମ୍ପାନୀ ନାମରେ ପଞ୍ଜିକୃତ ହୋଇଛି। ଯାହା ମଧ୍ୟରୁ ଚାରୋଟି ତାଙ୍କ ନିଜ ନାମରେ ଏବଂ ଛଅଟି ତାଙ୍କ ପିତାଙ୍କ ନାମରେ ରହିଛି। ଚତୁର୍ଥ ରେ ଅଛନ୍ତି ଜାଭେଦ (ଅହମ୍ମଦ) ଖାନ, ଟିଏମସି କସବା ବିଧାୟକଙ୍କ ପୁଅ, ଯାହାଙ୍କ ପାଖରେ ୯୦ଟି ସମ୍ପତ୍ତି ଅଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଯେଉଁମାନେ ଜନସାଧାରଣଙ୍କୁ ଲୁଟ କରନ୍ତି ସେମାନେ ଡକାୟତ। ବିଜେପି ସରକାର ଆସିବା ପରେ ପୋଲିସ ଅଧିକାରୀ ଶାନ୍ତନୁ ସିହ୍ନା ବିଶ୍ୱାସ ଏବଂ ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଯେପରି ଜେଲ ପଠାଯାଇଛି, ନିକଟ ଭବିଷ୍ୟତରେ ଏହି ସମସ୍ତ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ନିଶ୍ଚିତ ଜେଲ ପଠାଯିବ।
Related Topics
Explore more stories