CM Yogi Latest Warning / 'ବନ୍ଧୁତା ନାଁରେ ଛୁରୀ ମାରିବା ଗ୍ରହଣୀୟ ନୁହେଁ'
·2 hours ago·2 min read

Key Points
ଯଦି କୌଣସି ଅଭିଭାବକ ତାଙ୍କ ବିଶୃଙ୍ଖଳିତ ପିଲାଙ୍କୁ ବୁଝାଇ ପାରୁନାହାଁନ୍ତି, ତାହେଲେ ବୁଝନ୍ତୁ ଯେ ସେମାନେ ଭୁଲ କରୁଛନ୍ତି।
CM Yogi on Surya Mudrer Case: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ଖୋଡ଼ା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ବନ୍ଧୁତା ନାଁରେ ଏଠାରେ ଜଣେ ୧୭ ବର୍ଷୀୟ ନାବାଳକ ସୂର୍ଯ୍ୟ ପ୍ରତାପ ଚୌହାନଙ୍କୁ ସଂଘବଦ୍ଧ ଭାବରେ ହତ୍ୟା କରାଯାଇଛି। ହେଲେ ଅଥଚ କୌଣସି ମୌଲନା ମୌଲବୀ ଏହି ଘଟଣାର ନିନ୍ଦା କରିନଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ବନ୍ଧୁତା ନାଁରେ ଛୁରୀ ମାରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।
ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାର, ପୂର୍ବତନ ସୈନିକ ଏବଂ ଭଡାଟିଆଙ୍କୁ ଜମି ମାଲିକାନା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ବକ୍ରିଇଦ୍ ସମୟରେ କ'ଣ ଘଟିଥିଲା ତାହା ଆପଣ ଦେଖିଥିବେ। ହେଲେ ଆଶ୍ୱସ୍ତିର କଥା ଏହା ଯେ ସରକାର ଏହି ଘଟଣା ପରେ ତତ୍କାଳ ସତର୍କ ହୋଇ ଉଠିଥିଲେ। ଆପଣ ଦେଖିଥିବେ ଯେ ଏବେ ଗାଜିଆବାଦ ଖୋଡ଼ା ଅଞ୍ଚଳରେ କ'ଣ ଘଟିଥିଲା। ଏହା କେଉଁ ପ୍ରକାରର ବନ୍ଧୁତା, ଯେଉଁଠି ବନ୍ଧୁତା ନାଁରେ ଜଣଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଉଛି। ଯଦି କୌଣସି ଅଭିଭାବକ ତାଙ୍କ ବିଶୃଙ୍ଖଳିତ ପିଲାଙ୍କୁ ବୁଝାଇ ପାରୁନାହାଁନ୍ତି, ତାହେଲେ ବୁଝନ୍ତୁ ଯେ ସେମାନେ ଭୁଲ କରୁଛନ୍ତି।\
ଏହା ସହ ପଢନ୍ତୁ: ଜାରି ରହିଛି ଧଡ଼ାଧଡ଼ ଏନକାଉଣ୍ଟର; ରାଜ୍ୟ ଛାଡି଼ ପଳାୟନ କରିଛନ୍ତି ଅପରାଧି
'ବଦମାସଙ୍କ ପାଇଁ ବଦମାସ'
ଖୋଡ଼ା ଅଞ୍ଚଳରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଯୋଗୀ ଆଦିତ୍ୟନାଥ କହିଛନ୍ତି, ଭଦ୍ର ଲୋକଙ୍କ ପାଇଁ ଜଣେ ଭଦ୍ରଲୋକ, ଦୁଷ୍ଟଙ୍କ ପାଇଁ ଜଣେ ଦୁଷ୍ଟ ଲୋକ। ଯେଉଁମାନେ ଗାଈକୁ ପଶୁ ବୋଲି ଭାବନ୍ତି ସେମାନେ ମଣିଷ ନୁହଁନ୍ତି। ଗାଈ ହେଉଛି ଆମର ପ୍ରାକୃତିକ ମାତା।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଆମ ସରକାରରେ ଜାତି କିମ୍ବା ଧର୍ମ ନିର୍ବିଶେଷରେ ବିକାଶ ଯୋଜନା, ବିଦ୍ୟୁତ୍ ଏବଂ ଋଣ ଯୋଗାଇ ଦିଆଯାଉଛି। ଏହା ଦେଶ ମଧ୍ୟ ଆଶା କରେ। ହେଲେ ଆମ ସମସ୍ତଙ୍କୁ ଏହା ପ୍ରତି ସଚେତନ ରହିବାକୁ ହେବ।
ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
ସୂର୍ଯ୍ୟ ପ୍ରତାପ ଚୌହାନଙ୍କ ହତ୍ୟା ସହ ଜଡ଼ିତ ପୁରା ଘଟଣାକ୍ରମ କ'ଣ?
ଗତ ମେ ୨୮ ତାରିଖରେ ବକ୍ରିଇଦ୍ ଅବସରରେ, ଖୋଡା ଅଞ୍ଚଳର ନବନୀତ ବିହାର କଲୋନୀ ବାସିନ୍ଦା ସୂର୍ଯ୍ୟ ପ୍ରତାପ ଚୌହାନ (୧୭) ଙ୍କୁ ଅସଦ ଏବଂ ତାହାର ସହଯୋଗୀ ସଂଘବଦ୍ଦ ଭାବରେ ହତ୍ୟା କରିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଶୁକ୍ରବାର ସୂର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା।
ସୂର୍ଯ୍ୟଙ୍କ ବନ୍ଧୁ ଆୟୁଷ କହିଛନ୍ତି ଯେ ଅସଦ ସୂର୍ଯ୍ୟଙ୍କୁ ସେଠାକୁ ଡାକିଥିଲା, ଯେଉଁଠି ସେ ତାଙ୍କୁ ବକ୍ରିଇଦ୍ ଅବସରରେ କିପରି ବଳି ଦିଆଯାଏ ତାହା ଦେଖାଇଥାନ୍ତା। ଏହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିବା ସମୟରେ ଅସଦ, ସୂର୍ଯ୍ୟ ପେଟରେ ଛୁରି ଭୁସି ଦେଇଥିଲେ। ମୃତକଙ୍କ ପରିବାରବର୍ଗ ଦାବି କରିଛନ୍ତି ଯେ ସୂର୍ଯ୍ୟ ତାଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ। ହେଲେ ଆକ୍ରମଣକାରୀ ତାଙ୍କୁ ପିଛା କରି ଛୁରୀରେ ଆକ୍ରମଣ କରିବା ଜାରି ରଖିଥିଲେ। ଏହା ପରେ ଏହି ଘଟଣାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଅଭିଯୁକ୍ତ ଅସଦ ପୋଲିସ୍ ଏନକାଉଣ୍ଟର୍ ରେ ଟଳି ପଡ଼ିଥିଲା। ଏହି ମାମଲାରେ ଅସଦ ସମେତ ୫ ଜଣ ଜଡ଼ିତ ରହିଥିବାର କୁହାଯାଉଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଜଣେ ଏବେ ମଧ୍ୟ ଫେରାର ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Surya Murder Case GhaziabadYogi Adityanath StatementSurya murder case Yogi AdityanathSurya Pratap Chauhan case GhaziabadYogi Adityanath statement on stabbingYogi Adityanath tough stance on crimeStabbing under friendship guise Yogi warningGhaziabad murder case updateUP Chief Minister strict warning to criminals