Minister Salary Cut / ମନ୍ତ୍ରୀମାନଙ୍କ କଟିଯିବ ଅଧା ଦରମା; କାହିଁକି ଏମିତି ନିଷ୍ପତ୍ତି ନେଲେ ସରକାର ?
·6 days ago·2 min read

Key Points
ଏଣିକି ମନ୍ତ୍ରୀମାନଙ୍କ ଦରମା କାଟ
ଏମିତି ନିଷ୍ପତ୍ତି ନେଇଛନ୍ତି ଏହି ରାଜ୍ୟର ସରକାର
ଏମିତି ନିଷ୍ପତ୍ତି ନେଇଛନ୍ତି ଏହି ରାଜ୍ୟର ସରକାର
ଏଣିକି ମନ୍ତ୍ରୀଙ୍କ ଦରମା ଅଧା କାଟି ଦିଆଯିବ । ପୂର୍ବରୁ ମନ୍ତ୍ରୀ ଯେତିକି ଦରମା ପାଉଥିଲେ, ଏବେ ତାହାର ଅଧା ପାଇବେ । ଭାରତର ଦକ୍ଷିଣାଞ୍ଚଳ ରାଜ୍ୟ ତେଲେଙ୍ଗାନା ସରକାର ଗୁରୁବାର ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଉଣା ଦେବା ପାଇଁ ଏହି ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ତେଲେଙ୍ଗାନା କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ନିଆଯାଇଇଛି ।
ଗୁରୁବାର ତେଲେଙ୍ଗାନା କ୍ୟାବିନେଟ ବସିଥିଲା । ଏଥିରେ କୁହାଯାଇଥିଲା ଯେ ସମସ୍ତ ମନ୍ତ୍ରୀଙ୍କ ଦରମା ୫୦% ହ୍ରାସ କରାଯିବ । ବର୍ତ୍ତମାନ, ଏହି କଟକଣା କେତେ ଦିନ ପାଇଁ କାର୍ଯ୍ୟକାରୀ ହେବ ତାହା କୁହାଯାଇନାହିଁ, କିନ୍ତୁ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ଆଲୋଚନା ହେଉଛି ।
ପଢନ୍ତୁ ଏହି ଖବର: ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା
ଅଧିକ ଖବର ପଢନ୍ତୁ...

- ୧୦ ବର୍ଷ ହେଲାଣି ଦିଆଯାଇନି ପେନସନ୍
- ସ୍ୱତନ୍ତ୍ର କମିଟି ଗଠନ କଲେ ସରକାର
ପଢନ୍ତୁ ଏହି ଖବର: ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା
- BRS ଉପରେ ବର୍ଷିଲା ଶାସକ ଦଳ
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories