TMC MP Attack / ଥମୁନି ଜନତାଙ୍କ ରାଗ; ପୁଣି ମାଡ଼ ଖାଇଲେ ମମତାଙ୍କ ନେତା
·1 hour ago·3 min read

Key Points
ପୁଣି ଜନତାଙ୍କ ଆକ୍ରୋଶର ଶିକାର TMC ସାଂସଦ
କାଲି ମମତାଙ୍କ ପୁତୁରା ଅଭିଷେକଙ୍କୁ ହୋଇଥିଲା ଅଣ୍ଡାମାଡ଼
ଆଜି କଲ୍ୟାଣ ବାନାର୍ଜୀଙ୍କୁ ବି ପିଟିଲେ ଜନତା
କାଲି ମମତାଙ୍କ ପୁତୁରା ଅଭିଷେକଙ୍କୁ ହୋଇଥିଲା ଅଣ୍ଡାମାଡ଼
ଆଜି କଲ୍ୟାଣ ବାନାର୍ଜୀଙ୍କୁ ବି ପିଟିଲେ ଜନତା
ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣର ନିଆଁ ନ ଲିଭୁଣୁ, ପୁଣି ଜନତାଙ୍କ ଆକ୍ରୋଶର ଶିକାର ଟିଏମସି ସାଂସଦ । ଆଜି (ରବିବାର) ହୁଗୁଳିରେ କଲ୍ୟାଣ ବାନାର୍ଜୀଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । ହଠାତ୍ ଏକ ଭିଡ଼ ତାଙ୍କୁ ଘେରିଯାଇ ମାଡ଼ ମାରିଥିବା ଜଣାପଡ଼ିଛି । ପଥର ମାଡ଼ରେ କଲ୍ୟାଣଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗତକାଲି ନିର୍ବାଚନୀ ହିଂସାର ପୀଡ଼ିତଙ୍କ ଭେଟିବାକୁ ଯାଇ ଅଭିଷେକ ନିଜେ ହିଂସାର ଶିକାର ହୋଇଥିଲେ । ଆଜି କଲ୍ୟାଣଙ୍କୁ ଜନ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।
ତେବେ ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷାକର୍ମୀ କୌଣସି ପ୍ରକାରେ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ଭିଡ଼ କବଳରୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଘଟଣାସ୍ଥଳରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଏବଂ ଭିଡ଼କୁ ଦମନ କରାଯାଉଛି ।
ପଢନ୍ତୁ ଏହି ଖବର: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
ପଢନ୍ତୁ ଏହି ଖବର: 'ସେ ମୋତେ ବାରମ୍ବାର...'; କଲ୍ୟାଣ ବାନାର୍ଜୀଙ୍କ ଉପରେ ଫାୟାର୍ କାକୋଲି ଘୋଷ

- ଥାନା ଯାଇଥିଲେ କଲ୍ୟାଣ
Hooghly, West Bengal: TMC MP Kalyan Banerjee was reportedly attacked in Hooghly while going to submit a deputation at Chanditala Police Station. He was surrounded by protesters who showed black flags, raised slogans, and allegedly assaulted him during the incident pic.twitter.com/oYRP0YCr5d
— IANS (@ians_india) May 31, 2026
- କଲ୍ୟାଣଙ୍କ ଉପରକୁ ପଥର ମାଡ଼
- କାଲି ଅଭିଷେକଙ୍କ ଉପରେ ହୋଇଥିଲା ଅଣ୍ଡାମାଡ଼
ପଢନ୍ତୁ ଏହି ଖବର: ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
- ଘଟଣାରେ ୫ଜଣ ଗିରଫ
ପଢନ୍ତୁ ଏହି ଖବର: 'ସେ ମୋତେ ବାରମ୍ବାର...'; କଲ୍ୟାଣ ବାନାର୍ଜୀଙ୍କ ଉପରେ ଫାୟାର୍ କାକୋଲି ଘୋଷ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories