Trisha Krishnan / ଉଦୟନିଧି ଷ୍ଟାଲିନଙ୍କ ଦ୍ଵିଅର୍ଥବୋଧକ ବୟାନରେ ଆସିଲା ତ୍ରିଶା କୃଷ୍ଣନଙ୍କ ପ୍ରଥମ ପ୍ରତିକ୍ରିୟା
·38 mins ago·2 min read

Key Points
ତ୍ରିଶା କୃଷ୍ଣନଙ୍କୁ ନେଇ ଦ୍ଵିଅର୍ଥବୋଧକ ବୟାନ
ନିକଟରେ ଗିରଫ ହୋଇଥିଲେ ଉଦୟନିଧି ଷ୍ଟାଲିନ
ଆଜି ଏହି ଘଟଣାରେ ମୁହଁ ଖୋଲିଛନ୍ତି ତ୍ରିଶା
ନିକଟରେ ଗିରଫ ହୋଇଥିଲେ ଉଦୟନିଧି ଷ୍ଟାଲିନ
ଆଜି ଏହି ଘଟଣାରେ ମୁହଁ ଖୋଲିଛନ୍ତି ତ୍ରିଶା
ଚେନ୍ନାଇ: ତାମିଲନାଡୁରେ ଗତ କିଛି ଦିନ ପୂର୍ବରୁ ଏକ ବଡ଼ ବିବାଦ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା । ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ କାବେରୀ ନଦୀକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତିଙ୍କୁ ଟାର୍ଗେଟ୍ କରିଥିଲେ । ଏହି ସମୟରେ ବିଜୟଙ୍କ ଘନିଷ୍ଠ ବନ୍ଧୁ ତଥା ତାମିଲ ଫିଲ୍ମ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଅଭଦ୍ର ବା ଆପତ୍ତିଜନକ ବୟାନ ଦେଇଥିଲେ । ଯାହାକୁ ନେଇ ଷ୍ଟାଲିନଙ୍କୁ ରାଜ୍ୟ ପୋଲିସ ଗିରଫ କରିଥିଲା । ଏହି ଘଟଣାରେ ଏବେ ଖୋଦ୍ ଅଭିନେତ୍ରୀ ତ୍ରିଶା ମୁହଁ ଖୋଲିଛନ୍ତି ।
ଉଦୟନିଧିଙ୍କୁ ତାଙ୍କ ବିବାଦୀୟ ବୟାନ ଲାଗି ପୋଲିସ ହେପାଜତକୁ ନେଇଥିଲା । ପରେ ସେ ଜାମିନରେ ଆସିଥିଲେ । ପୋଲିସ ତାଙ୍କୁ ଘରୁ ଉଠାଇନେବାର ପ୍ରାୟ ୪ ଘଣ୍ଟା ପରେ ଘରକୁ ଫେରିଥିଲେ । ଏହି ଘଟଣାକୁ ନେଇ ଅନେକ ଅଭିନେତା ଓ ଅଭିନେତ୍ରୀ ତ୍ରିଶାଙ୍କ ସମର୍ଥନରେ ବାହାରିଥିଲେ । ସୋସିଆଲ ମିଡିଆରେ ମଧ୍ୟ ଉଦୟନିଧିଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଜଣେ ରାଜନେତା ହୋଇ କିପରି ଏପରି ବିଚାର ରଖିପାରୁଛନ୍ତି ତାହାକୁ ନେଇ ଅନ୍ୟ କଳାକାରମାନେ ପ୍ରଶ୍ନ ଉଠାଇଥିଲେ । ଆଜି ତ୍ରିଶା ଏହି ଘଟଣାକୁ ନେଇ ପରୋକ୍ଷରେ ନିଜର ମତ ରଖିଛନ୍ତି ।
ପଢନ୍ତୁ ଏହି ଖବର: ମୁକ୍ତ ହେଲେ ଉଦୟନିଧି ଷ୍ଟାଲିନ; ଗିରଫର ୪ଘଣ୍ଟା ଭିତରେ ଛାଡ଼ିଲା ପୋଲିସ

- ମୁହଁ ଖୋଲିଲେ ତ୍ରିଶା କୃଷ୍ଣନ
ପଢନ୍ତୁ ଏହି ଖବର: ମୁକ୍ତ ହେଲେ ଉଦୟନିଧି ଷ୍ଟାଲିନ; ଗିରଫର ୪ଘଣ୍ଟା ଭିତରେ ଛାଡ଼ିଲା ପୋଲିସ
- ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories