WB Election Violence / TMCର ଗୁଣ୍ଡାରାଜ ! ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
·4 months ago·2 min read

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ହିଂସା
ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
TMCର ଗୁଣ୍ଡାରାଜ୍
ବିଜେପି ପ୍ରାର୍ଥୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
TMCର ଗୁଣ୍ଡାରାଜ୍
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ୧୫୨ଟି ଆସନରେ ପଡୁଛି ଭୋଟ୍ । ମତଦାନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ମୁର୍ଶିଦାବାଦରେ ଆମ ଜନତା ଉନ୍ନୟନ ପାର୍ଟି (ଏଜେୟୁପି) ହୁମାୟୁନ କବୀରଙ୍କ ଉପରେ ଆକ୍ରମଣ ହୋଇଛି । ମାଲଦାରେ ନିର୍ବାଚନ ଅଧିକାରୀଙ୍କ ସହିତ ଧସ୍ତାଧସ୍ତି ଓ ଜାମୁଡିଆରେ ଏକ ଗାଡ଼ିରେ ଇଭିଏମ ମିଳିଥିବା ଖବର ସାମ୍ନାକୁ ଆସିଛି । ସେହିପରି ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଗୁଣ୍ଡା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି ।
ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ହିଂସା ଘଟିବା ଏବେ ଯେପରି ଏକ ସାଧାରଣ ଘଟଣା ପରି ମନେ ହେଉଛି । ପ୍ରତି ଥର ପଡ଼ୋଶୀ ରାଜ୍ୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳେ । ମୁର୍ଶିଦାବାଦ, କୁଚବିହାର, ସିଲିଗୁଡ଼ି ଓ ମାଲଦାରେ ଗଣ୍ଡଗୋଳ ସ୍ଥିତି ଉପୁଜିଛି । ମୁର୍ଶିଦାବାଦରେ ବୋମା ଫୁଟିଥିବାବେଳେ କିଛି ଲୋକ ଟିଏମସିରୁ ଅଲଗା ହୋଇଥିବା ହୁମାୟୁନ କବୀରଙ୍କ କାର ଉପରେ ଢେଲାପଥର ମାଡ଼ କରିଥିଲେ । ବୋମା ଫୁଟିବା ପରେ ସେ ଉକ୍ତ ଅଞ୍ଚଳ ପରିଦର୍ଶନ କରିଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି ।

- କୁମାରଗଞ୍ଜରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ
- କୁଚବିହାରରେ କେନ୍ଦ୍ରୀୟ ବଳର ଆକ୍ସନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପଶ୍ଚିମବଙ୍ଗ ନିର୍ବାଚନରେ ହିଂସା; ଫୁଟିଲା ବୋମା, TMC ଓ AUJP କର୍ମୀ ଧସ୍ତାଧସ୍ତି
ଅଧିକ ଖବର ପଢନ୍ତୁ...
- ଗାଡ଼ିରେ ମିଳିଲା EVM
- AJUP ମୁଖ୍ୟଙ୍କୁ ମାଡ଼
ଅଧିକ ଖବର ପଢନ୍ତୁ...
Related Topics
Explore more stories