Cold Wave Alert / ମାଘରେ ବାଘ ଭଳି ଶୀତ, ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଶୀତରୁ ନାହିଁ ନିସ୍ତାର
·8 months ago·2 min read

Key Points
ସାରା ରାଜ୍ୟରେ ଶୀତ ଲହରୀ
ଟ୍ବିନ୍ ସିଟିରେ ହାଡ଼ ଭଙ୍ଗା ଜାଡ଼
ଭୁବନେଶ୍ୱରରେ ରେକର୍ଡ କଲା ଶୀତ
ଟ୍ବିନ୍ ସିଟିରେ ହାଡ଼ ଭଙ୍ଗା ଜାଡ଼
ଭୁବନେଶ୍ୱରରେ ରେକର୍ଡ କଲା ଶୀତ
ସାରା ରାଜ୍ୟରେ ଶୀତ ଲହରୀ । କଲବଲ କରୁଛି ଜାଡ଼ । ତେବେ ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଶୀତରୁ ନାହିଁ ନିସ୍ତାର । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍ ଥିଲା । ସେପଟେ ଆଗାମୀ ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତ ଲହରୀ ଜାରି କରାଯାଇଛି ।
ଟ୍ବିନ୍ ସିଟିରେ ହାଡ଼ ଭଙ୍ଗା ଜାଡ଼ । ଭୁବନେଶ୍ୱରରେ ରେକର୍ଡ କଲା ଶୀତ । ୯ ଡିଗ୍ରୀ ଛୁଇଁଲା ରାଜଧାନୀର ରାତି ତାପମାତ୍ରା । ଏଥର ମାଘରେ ହେବ ବାଘ ଭଳି ଶୀତ । ୧୯୫୨ ଜାନୁଆରୀ ମାସର ରାତି ତାପମାତ୍ରାକୁ ଦୋହରାଇଲା ଶୀତ । ୯ ଡିଗ୍ରୀ ଛୁଇଁଛି ରାଜଧାନୀର ରାତି ତାପମାତ୍ରା । ଭୁବନେଶ୍ବରରେ ତାପମାତ୍ର ୯.୪ ରେକର୍ଡ କରାଯାଇଛି । ଏହାପୂର୍ବରୁ ୨୦୧୩ରେ ଭୁବନେଶ୍ବରର ରାତି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା
୧୩ ବର୍ଷ ପରେ ପୁଣି ଥରେ ଏକ ଅଙ୍କକୁ ଖସିଛି ରାଜଧାନୀର ପାରଦ । ପୂର୍ବରୁ ୧୯୫୨ ମସିହାରେ ୯.୪ ଡିଗ୍ରୀ ତାପମାତ୍ର ହୋଇଥିଲା । ୧୯୯୩ ରେ ୮.୬, ୨୦୦୩ରେ ୯ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ ଜି.ଉଦୟଗିରିରେ ୨.୫ ଡିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସେମିଳିଗୁଡାରେ ୩.୨ ଡିଗ୍ରୀ ରେକର୍ଡ ହୋଇଛି । ୨୪ ସହରରେ ୧୦ ଡିଗ୍ରୀ କିମ୍ବା କମ୍ ତାପମାତ୍ରା ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ: ପୁରୀ ଭକ୍ତ ନିବାସରେ ଗାଡ଼ି ରଖିଲେ ଗଣିବାକୁ ପଡ଼ିବ ପାର୍କିଂ ଫି, ଦେବାକୁ ପଡିବ ୫୦୦ ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଏଥର ମାଘରେ ବାଘ ଭଳି ଶୀତ ହେବ । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଆହୁରି ବଢ଼ିବ ଜାଡ଼ । ରାଜ୍ୟରେ ଆହୁରି ୩ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ ।

Related Topics
Explore more stories