ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯିବ 1 ଟଙ୍କା
by Argus News
Mon, Oct 07 | 12:33 p.m.

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯିବ 1 ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଦ୍ଧା 1 କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି  I ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା 32 ଲକ୍ଷ ହିତାଧିକାରୀ MPCI ଯୋଗ୍ୟ ବିବେଚିତ ହୋଇଛନ୍ତି  I ଆଜି ସୁଦ୍ଧା ଯେତିକି ସଂଖ୍ୟାରେ MPCI ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା 9 ତାରିଖ ଦିନ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ I କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି 1 ଟଙ୍କା ଲେଖାଏଁ ଛଡ଼ାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସାଙ୍ଗରୀ ଲା ଘାଟି
8m ago
ଏହି ସ୍ଥାନକୁ ଥରେ ଗଲେ ଆଉ ଫେରିବେନି
ନୂଆଦିଲ୍ଲୀ: ଆପଣ ବୁଲିବାକୁ ଭଲ ପାଉଥିବେ ହେଲେ ଭୁଲ୍‌ ବି ରେ ଏହ ସ୍ଥାନକୁ ଯିବେନି। କାରଣ ଏଠାକୁ ଗଲେ ଆପଣ ଆଉ ଫେରିବେନି। ଏମିତି ଏକ ଜାଗା ଅଛ
ଝୁଲନ୍ତା ଅବସ୍ଥାରେ
9m ago
ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ ଫେରନ୍ତା ମହିଳାଙ୍କ ମୃତଦେହ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଦୈତାରୀ ଥାନା ଅର୍ନ୍ତଗତ ଅର୍ଜୁନ ଚୂଆ,ଖଡିଖମଣ ସାହିରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ମହିଳା ମାୟାବତ
MAFIA
20m ago
ମାତିଛନ୍ତି ମାଫିଆ, ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ମୋରମ
ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ମଧ୍ୟରେ ଜେସିବି ସାହାଯ୍ୟରେ ଚାଲିଛି ଖୁଲମ ଖୁଲା ମୋରମ ଖୋଳା। ରାତାରାତି ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ଶହ ଶହ ଟ୍ରାକ୍ଟର ମାଟି