ଉମରକୋଟରେ ବଜ୍ରପାତରେ 13 ମହିଳା ଆହାତ, 3 ଗୁରୁତର
by Argus News
Fri, Jul 19 | 9:43 p.m.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ପଞ୍ଚାୟତର ନନ୍ଦପୁରା ଗ୍ରାମରେ ସନ୍ଧ୍ୟା ସମୟରେ ବଜ୍ରାଘାତ ହେବାରୁ  ରୁ 13 ମହିଳା ଆହତ ହୋଇଛନ୍ତି । ଧାନ ବିଲରେ ପ୍ରାୟ ୧୫ ଜଣ ମହିଳା ଧାନ ରୁଆ କରିବା ସମୟରେ ହଠାତ୍  ବଜ୍ରାଘାତ ହୋଇଥିଲା । ଫଳରେ ମୋଟ ୧୩ ଜଣ ମହିଳା ଆହତ ହୋଇଥିଲେ । 


ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଆସି ଗ୍ରାମରେ ଖବର ଦେବା ପରେ ଗ୍ରାମବାସୀ ଯାଇ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଆହତ ୧୩ ଜଣଙ୍କ ମଧ୍ୟ ରୁ ୧୦ ଜଣଙ୍କ ଅବସ୍ଥା ସାମାନ୍ୟ ଠିକ୍ ରହିଥିବା ବେଳେ ୩ ଜଣ ଗୁରୁତର ଙ୍କୁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ମାନେ ବର୍ତ୍ତମାନ୍ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା