ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ କମ୍ପାନି ସିଏପିଏଫ୍‌ ଫୋର୍ସ ମୁତୟନ ହେବେ
by Argus News
Wed, May 22 | 5:52 p.m.

ଅର୍ଗସ ବ୍ୟୁରୋ : ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ । ଫ୍ରି ଫେୟାର ନିର୍ବାଚନ ନେଇ ପୋଲିସ ଅଧିକାରୀଙ୍କ ସହ ପୋଲିସ କମିଶନରଙ୍କ ଆଲୋଚନା । ନିର୍ବାଚନ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨ କମ୍ପାନୀ ସିଓପିଏଫ ଫୋର୍ସ । ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ ଟି ସ୍ଥାନରେ ୧୧୩୨ ଟି ପୁଲିଂ ବୁଥ ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୬୯ ଟି ସ୍ଥାନରେ ୨୩୬ ଟି ପୁଲିଂ ବୁଥ ରହିଛି । ସେହିପରି ଭୁବନେଶ୍ବର  ମଧ୍ୟରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି । ନିର୍ବାଚନ ପାଇଁ ଦୁଇଟି ନୂଆ ସଫ୍ଟୱେୟାର ଲଞ୍ଚ କଲା କମିଶନରେଟ ପୋଲିସ । ପୋଲିସ ପାଟ୍ରୋଲିଂ ଓ ବୁଥ ମନିଟରିଂ ସିଷ୍ଟମ ସହ ଭାଇକିଲ ଟ୍ରାକିଙ୍ଗ ସିଷ୍ଟମ ଦୁଇଟି ଆପ ଜରିଆରେ ବୁଥ ଓ ପାଟ୍ରୋଲିଂ ପାଇଁ ନିୟୋଜିତ ଥିବା ଗାଡି ଉପରେ ନଜର ରଖାଯିବ ।

ସ୍ନାନପୂର୍ଣ୍ଣିମା
17m ago
ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା
ପୁରୀ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଥିବା ବେଳେ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି
ବାଲେଶ୍ବର
ବାଲେଶ୍ବରରେ ସକାଳ ୬ରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ
ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା
ପ୍ରଧାନମନ୍ତ୍ରୀ
ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍‌କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ