ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯  କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ  
by Argus News
Sat, Oct 05 | 7:56 a.m.

ଭୁବନେଶ୍ୱର:  ବିଜେପି ସରକାରଙ୍କର ବଡ଼ ପଦକ୍ଷେପ। ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ସ୍କୁଲରେ ଏମାନେ ନିଯୁକ୍ତ ହେବେ। ଆଜି ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହେବ ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଇକ୍ ଲୁଟେରା
18m ago
କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା l ଶୁକ୍ରବାର ସନ୍ଧ୍ୟାରେ ଏମିତି ଏକ ବାଇକ୍ ଚୋରୀ ସିସି କ୍ୟାମେରା ରେ କଏଦ ହୋଇଛି l କେନ୍ଦ୍ରାପଡା ଲ' କଲେଜ ଛକରେ ଥିବ
ମଦ ମାଫିଆ
27m ago
ଆକ୍ସନ୍ ମୁଡରେ ବିଜେପି ସରକାର, ଛାନିଆ ମଦ ମାଫିଆ
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଭଦ୍ରେଶ୍ବର ଥାନା ପ୍ରହରାଜପୁରର SR ବାରରେ ବର୍ଷ ବର୍ଷ ଧରି ଚାଲିଥିଲା ନକଲି ମଦ କାରଖାନା । 10 ଜଣିଆ ଅବକାରୀ ଟିମ୍ ଅତର୍କିତ ଚଢା
ବାଜି ରାଉତ
36m ago
ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଭବନେଶ୍ୱର: ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ୟୁନିଟ-8