ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ
by Argus News
Sat, Oct 05 | 8:01 a.m.

 ନାରାୟଣପୁର: ଏନ୍‌କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ। ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍‌କାଉଣ୍ଟର। ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ଏନ୍‌କାଉଣ୍ଟରରେ 36 ମାଓବାଦୀ ସଫା । ନାରାୟଣପୁର ଜିଲ୍ଲା ଅବୁଝ୍‌ମାଡ଼ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ।

ମାଓବାଦୀ କରିଥିଲେ ପାଲଟା ଆକ୍ରମଣ। ଗୁଳିବିନିମୟରେ ସୁରକ୍ଷାକର୍ମୀ ସୁରକ୍ଷିତ। ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

ବାଇକ୍ ଲୁଟେରା
22m ago
କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା l ଶୁକ୍ରବାର ସନ୍ଧ୍ୟାରେ ଏମିତି ଏକ ବାଇକ୍ ଚୋରୀ ସିସି କ୍ୟାମେରା ରେ କଏଦ ହୋଇଛି l କେନ୍ଦ୍ରାପଡା ଲ' କଲେଜ ଛକରେ ଥିବ
ମଦ ମାଫିଆ
30m ago
ଆକ୍ସନ୍ ମୁଡରେ ବିଜେପି ସରକାର, ଛାନିଆ ମଦ ମାଫିଆ
କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଭଦ୍ରେଶ୍ବର ଥାନା ପ୍ରହରାଜପୁରର SR ବାରରେ ବର୍ଷ ବର୍ଷ ଧରି ଚାଲିଥିଲା ନକଲି ମଦ କାରଖାନା । 10 ଜଣିଆ ଅବକାରୀ ଟିମ୍ ଅତର୍କିତ ଚଢା
ବାଜି ରାଉତ
40m ago
ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ଭବନେଶ୍ୱର: ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ୟୁନିଟ-8