ବନ୍ଧୁକ ଓ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ଲୁଟ୍
by Argus News
Wed, Jun 12 | 4:56 p.m.

 ଅନୁଗୁଳ : ବନ୍ଧୁକ ଓ ଭୁଜାଲି ଦେଖାଇ  ୩୭ ହଜାର ଟଙ୍କା ଲୁଟ୍ । ଛେଣ୍ଡିପଦା ରାସ୍ତାରେ କୋଶଳା ଗ୍ରାମର  ସହିଦ ଅରୁଣ ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ଲୁଟି ନେଇଛନ୍ତି  ୨ ଜଣ କଳା ପଲସର ବାଇକ୍ ଲୁଟେରା ।

ସୂଚନା ଯେ, ରିଙ୍କୁ କୋଶଳା ଏସବିଆଇ ବ୍ୟାଙ୍କ ରେ ନିଜର କାର୍ଯ୍ୟସାରି  ଘରକୁ ଫେରିବା ବାଟରେ କୋଶଳା ସହିଦ ଅରୁଣ ଠାରେ ଏକ କଳା ପଲସର ବାଇକ୍ ରେ ୨ଜଣ ଲୁଟେରା ବନ୍ଧୁକ ସହ ଭୁଜାଲି ଦେଖାଇ ୩୭ ହଜାର ଟଙ୍କା ସହ ବ୍ୟାଙ୍କ କାଗଜପତ୍ର ଲୁଟି ନେଇ ଯାଇଛନ୍ତି । ଏନେଇ ଛେଣ୍ଡିପଦା ଥାନାରେ ରିଙ୍କୁ ସାହୁ ଏକ ଲିଖିତ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା