ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି,  ଆଜି ବାହାରିବ ଆଉ  ୭ 
by Argus News
Sat, Jul 20 | 2:09 p.m.

ସମ୍ବଲପୁର:  ବୁର୍ଲା ଭୀମସାରରେ ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା । ଆଉ  ୭ଟି ଛୁଞ୍ଚି ରହିଥିବା ସ୍କାନ୍ ରିପୋର୍ଟ ରୁ ସ୍ପଷ୍ଟ ହେବା ପରେ ପୁଣି ଆରମ୍ଭ ହୋଇଛି ଭୀମସାରରେ ଅସ୍ତ୍ରୋପଚାର l ଏକ ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ କରୁଛନ୍ତି ଏହି ଅସ୍ତ୍ରୋପଚାର l

ଦିନ ପ୍ରାୟ 11.30 ସମୟରେ ୧୦ ଜଣିଆ ଡାକ୍ତରି ଟିମ୍ କରୁଛନ୍ତି ସର୍ଜରୀ l ହାଡ଼ ଭିତରକୁ ଗୋଟିଏ ଛୁଞ୍ଚି ଯାଇଥିବା ଅନୁମାନ କରାଯାଉଛି l ଗତକାଲି 70 ଟି ଛୁଞ୍ଚି ଯୁବତୀଙ୍କ ମୁଣ୍ଡରୁ ବାହାରିଥିଲା l ଆଜି ଆଉ ୭ ଟି ଛୁଞ୍ଚି ଖୁବ ଶୀଘ୍ର ବାହାରିଯିବ ବୋଲି କହିଛନ୍ତି ଭୀମସାର ନିର୍ଦ୍ଦେଶକ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା