ହାଇଦ୍ରାବାଦକୁ ଚାଲାଣବେଳେ 9 ଦାଦନ ଶ୍ରମିକ ଉଦ୍ଧାର
by Argus News
Sat, Sep 21 | 10:59 a.m.

ବଲାଙ୍ଗୀର: ଶ୍ରମିକ ଚାଲାଣ ବେଳେ ଉଦ୍ଧାର ହେଲେ ୯ ଦାଦନ ଶ୍ରମିକ । ହାଇଦ୍ରାବାଦକୁ ଚାଲାଣ ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ । ଏକ ବୋଲେରୋ ଗାଡ଼ିକୁ ଜବଦ କରିବା ସହ ଦାଦନ ସର୍ଦାରକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ । ତେବେ ପୂର୍ବର ୨୪ ବର୍ଷର ଅପାରଗ ସରକାର କାମ ଯୋଗାଇ ନପାରିଥିବାରୁ ଆଜି ବି ଦାଦନ ଯାଉଛନ୍ତି ଶ୍ରମିକ । 
 

ଆହୁରି ପଢନ୍ତୁ ଓଡିଶା ଖବର...

ଟେଷ୍ଟ
8m ago
ବାଂଲାଦେଶ ବିପକ୍ଷ ଟେଷ୍ଟ,ପନ୍ତଙ୍କ ଷଷ୍ଠ ଶତକ
ଅର୍ଗସ ବ୍ୟୁରୋ:ପନ୍ତଙ୍କ ଶତକ,ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଛି ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍
ତିରୁପତି ମନ୍ଦିର
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ !
ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍
ବଜ୍ରାଘାତ
ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢୁଛି ବଜ୍ରାଘାତ ଜନିତ ମୃତ୍ୟୁ। ବିଗତ ୫ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୧୧ ଶହରୁ ଅଧିକ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । କେବଳ ମୟୂରଭଞ୍