ବିଜେଡି କର୍ମୀଙ୍କ ସହ ଗ୍ରାମ ଚୌକିଆଙ୍କ ଘରୁ ମଦ ଜବଦ
by Argus News
Wed, May 22 | 5:39 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ସମୟରେ ଚୋରା ମଦ କାରବାର । ବିଜେଡି କର୍ମୀଙ୍କ ସହ ଗ୍ରାମ ଚୌକିଆଙ୍କ ଘରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବଦ । ସୋର ଥାନା କେଦାରପୁର ପଞ୍ଚାୟତର ଗ୍ରାମ ଚୌକିଆ ଭାଗିରଥି ନାୟକ ଏବଂ ସେହି ଗ୍ରାମର ଲଷ୍ମୀକାନ୍ତ ନାୟକ ମିଶି ଚଳାଇଥିଲେ ଚୋରା ମଦର ସାମ୍ରାଜ୍ୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେଡିର ଛତ୍ରଛାୟା ତଳେ ରହି ନିର୍ବାଚନ ପାଇଁ ରଖିଥିଲେ ବିପୁଳ ମଦ । ସୋର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି । ଏହା ସହ ଚୌକିଆ ଭାଗିରଥି ନାୟକଙ୍କୁ ଗିରଫ କରିଥିବା ବେଳେ ଲଷ୍ମୀକାନ୍ତ ନାୟକ ଫେରାର ଥିବା ଜଣାପଡିଛି । ଜବତ ମଦର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି ।

ସ୍ନାନପୂର୍ଣ୍ଣିମା
2m ago
ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା
ପୁରୀ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଥିବା ବେଳେ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି
ବାଲେଶ୍ବର
ବାଲେଶ୍ବରରେ ସକାଳ ୬ରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ
ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା
ପ୍ରଧାନମନ୍ତ୍ରୀ
ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍‌କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ