ପୁଣି ଥରେ ବିବାହ କରିବେ କି ଅଭିଶେକ ? 
by Argus News
Thu, Jul 25 | 2:57 p.m.

ନୂଆଦିଲ୍ଲୀ:  ବଚ୍ଚନ ପରିବାରକୁ ଆସୁଛି ନୂଆବୋହୂ ?  ଅଭିଶେକ ଐଶ୍ୱର୍ଯ୍ୟାଙ୍କର ହେବ କି ଛାଡପତ୍ର ? ପୁଣି ଥରେ ବିବାହ କରିବେ କି ଅଭିଶେକ ? କିଛି ଏମିତି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢିଲାଣି ।  ଅଭିଶେକ ଏବଂ ଐଶର୍ଯ୍ୟାଙ୍କ  ମଧ୍ୟରେ  ଲାଗିଥିବା ତିକ୍ତତା ଖବର ମଧ୍ୟରେ ଏକ ଭିଡିଓ ଫ୍ୟାନ୍ସଙ୍କ ସନ୍ଦେହକୁ ଆହୁରି ବଢାଇଦେଇଛି । ପ୍ରକୃତରେ ଏହି ଭିଡିଓରେ ଏମିତି କାହାକୁ ଦେଖିବାକୁ ପାଇଥିଲେ ଯେ   ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଲା।  ତେବେ ଚାଲନ୍ତୁ ପୁରା  ଘଟଣା ସମ୍ପର୍କରେ ...  ପ୍ରକୃତରେ ଅମିତାଭ ବଚ୍ଚନଙ୍କର ନାତି  ଅଗସ୍ତ୍ୟ ନନ୍ଦା ତାଙ୍କ ରୁମର୍ଡ ଗର୍ଲ ଫ୍ରେଣ୍ଡ  ସୁହାନା  ଖାନ୍‌ଙ୍କ ସହ ସ୍ପଟ୍‌ ହୋଇଥିଲେ।  

ଏହି ସମୟରେ ଅଭିଶେଷକ ବଚ୍ଚନ ଏବଂ  ନବ୍ୟା ନବେଲି ନନ୍ଦା ମଧ୍ୟ   ସ୍ପଟ ହୋଇଥିଲେ।  ତେବେ ଭିଡିଓ ସହ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯାହା କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହ ଭିଡିଓରେ ଅଗସ୍ତ୍ୟ ନନ୍ଦା  ଏବଂ ସୁହାନା ଖାନ  ଏକା ସାଙ୍ଗରେ ନଜର ଆସିଥିଲେ।  ମୁମ୍ବାଇରେ ବର୍ଷା  ହେଉଥିବା ସମୟରେ  ଅଗସ୍ତ୍ୟ ନନ୍ଦା ନିଜ   ମାମୁଁଙ୍କର ଲକ୍‌ଜରୀ କାରରେ ବସିଥିବାର  ନଜର ଆସିଥିଲେ।  ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ କହିବା ଆରମ୍ଭ କରିଲେଣି ଯେ  ସୁହାନା ଏବଂ ଅଗସ୍ତ୍ୟା ନନ୍ଦାଙ୍କ ମଧ୍ୟରେ  ଲଭ୍‌ ଅଫେୟର୍ସ ଖବର ମିଛ ନୁହେଁ ସତ..  ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି ଯେ ବହୁତ ଶୀଘ୍ର ସୁହାନା ବଚ୍ଚନ ପରିବାରର ବୋହୂ ହେବାକୁ ଯାଉଛନ୍ତି ?  

ଅଧିକ  ଦେଖନ୍ତୁ: 
 

କାଶତଣ୍ଡି
41m ago
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା
ଗାଡକଣ
44m ago
ପ୍ରଧାନମନ୍ତ୍ରୀଙ୍କ ପାଇଁ ବଦଳିଛି ଶବର ସାହିର ରୂପରେଖ
ଭୁବନେଶ୍ୱର: ଯେଉଁଠି ଦିନେ ସଚିବ କି କମିଶନରଙ୍କ ପାଦ ପଡ଼ିନଥିଲା ସେଠି ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ । ଭୁବନେଶ୍ୱରର ଗାଡକଣ ସ୍ଥିତ ଶବର ସାହି । ପ୍ରଧାନମନ୍ତ୍ରୀଙ୍କ ପାଇ
ମୋଦି 3.0
53m ago
ମୋଦି 3.0; ପ୍ରଥମ ଶହେ ଦିନରେ 15 ଲକ୍ଷ କୋଟି ମୂଲ୍ୟର ପ୍ରୋଜେକ୍ଟ ଲଞ୍ଚ୍
ଅର୍ଗସ ବ୍ୟୁରୋ: ତୃତୀୟ ପାଳି ମୋଦି ସରକାରକୁ ପୁରଣ ହୋଇଛି ଶହେ ଦିନ । ଏହି ଅବସରରେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଲଞ୍ଚ୍ କରିଛନ୍ତି ଏକାଧିକ ବୃହତ୍