ଆଜବେଷ୍ଟସ ଭାଙ୍ଗି ଲୁଟି ନେଲେ ଟଙ୍କା 
by Argus News
Thu, Jun 20 | 1:42 p.m.

ସୁବର୍ଣ୍ଣପୁର: ପୂଜା ସାମଗ୍ରୀ ଦୋକାନରୁ ଚୋରୀ । ଆଜବେଷ୍ଟସ ଫାଡ଼ି ଲୁଟି ନେଲେ ଟଙ୍କା । ବୀରମହାରାଜପୁର ଥାନା ତ୍ରିବେଣୀ ଛକ ସ୍ଥିତ ଶିବାନୀ ପୂଜା ସାମଗ୍ରୀ ଦୋକାନରୁ ଡ୍ରୟରରେ ଥିବା ପ୍ରାୟ ୭୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ । ପୋଲିସର ତଦନ୍ତ ଆରମ୍ଭ। ସୂଚନା ଅନୁସାରେ ସବୁଦିନ ଭଳି ଗତକାଲି ରାତିରେ ଦୋକାନ ମାଲିକ ମିସ୍ବାମିତ୍ର ପଧାନ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ।

ତେବେ ବିଳମ୍ବିତ ରାତ୍ରୀରେ ଜଣେ  ଦୁର୍ବୃତ୍ତ ଦୋକାନର ଉପରେ ଥିବା ଆଜବେଷ୍ଟସ ଭାଙ୍ଗି ମୁଖା ପିନ୍ଧି ଦୋକାନ ଭିତରକୁ ଯାଇଥିଲା । ଦୋକାନରେ ଥିବା ଡ୍ରର ରୁ ପ୍ରାୟ ୭୦ ହଜାର ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ତେବେ ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲେ ହେଁ ମୁଖା ଲଗାଇଥିବାରୁ ଜଣା ପଡୁ ନାହିଁ । ବୀରମହାରାଜପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ଅଧି ପଢନ୍ତୁ ଓଡ଼ିଶା ଖବର

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା