କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଘଟଣ
by Argus News
Mon, Mar 25 | 5:03 p.m.

ଅର୍ଗସ ବ୍ୟୁରୋ : ମେଡ଼ିକାଲ ଛାତରୁ ସିଲିଂ ଏବଂ କଂକ୍ରିଟ ଖସି ରୋଗି ଗୁରୁତର ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପୁରୁଷ ବିଭାଗରେ ଗତକାଲି ଠାରୁ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକ ଙ୍କ ପୁଅ ରାଜେଶ ନାହାକ ଚିକିତ୍ସିତ ହେଉଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶରୀରରେ ରକ୍ତର ଅଭାବ ଯୋଗୁ ରକ୍ତ ନେଉଥିଲେ । ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶଙ୍କ ମୁଣ୍ଡରେ ପଡ଼ିଥିଲା । ବର୍ତ୍ତମାନ ରାଜେଶ ଗୁରୁତର ଥିବା ସୂଚନା ରହିଛି । ଏହା ସହ ଖୁବ ଶୀଘ୍ର ହସ୍ପିଟାଲର ମରାମତି କରିବା ପାଇଁ ଦାବି ହୋଇଛି ।

BJP PRESS MEET
10m ago
ବିଜେଡି ବିରୋଧରେ CECଙ୍କ ନିକଟରେ ଫେରାଦ ହେଲା ବିଜେପି
ଭୁବନେଶ୍ୱର: ନବରଙ୍ଗପୁର ଲୋକସଭାର ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ମାଝୀ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମିଛ ଅଡିଓ ଦେଖାଇ ଲୋକଙ୍କୁ ଭଡକାଇଲେ । ଆଦିବାସୀମାନଙ୍କୁ ଧମକ ଦେଲେ ପ୍ରଦୀପ ମାଝୀ । ବିଜେପ
HEALTH
19m ago
ଏହି ସବୁ କରନ୍ତୁ ସମାସ୍ୟା ଦୂର ହେବ
ଅର୍ଗସ ବ୍ୟୁରୋ: କିଛି ଲୋକଙ୍କର ଶୀତ ଦିନ ହେଉକି ଖରା ଦନ ସବୁ ବେଳେ ମୁହଁ ଶୁଖୁଲା ଦେଖାଯାଇଥାଏ । ଏହାକୁ ନେଇ ଅନେକ ଜଣ ଟେନସନରେ ମଧ୍ୟ ରୁହନ୍ତି । ଆଉ କିଛି ଲୋକତ ଲସୋନ ଲଗେଇବା ପର
ଭାରତରେ ୫ଲକ୍ଷ ଚାକିରି
ଭାରତରେ ୫ଲକ୍ଷ ଚାକିରି ଦେବ ବିଶ୍ବର ସବୁଠୁ ବଡ଼ କମ୍ପାନୀ: କମ ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ ମିଳିବ ସୁଯୋଗ
ଅର୍ଗସ ବ୍ୟୁରୋ: ଚାକିରି ପାଇଁ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଛି। ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ଭାରତରେ ଲକ୍ଷ ଲକ୍ଷ ଚାକିରି ଯୋଗାଇବାକୁ ଘୋଷଣା କରିଛି। ସରକାରଙ୍କ ଦ୍ୱାର