ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
by Argus News
Sun, Oct 06 | 7:22 a.m.

ଅର୍ଗସ ବ୍ୟୁରୋ:  ଭବାନୀ ପାଟଣାରେ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଡିଏଫଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାରିଂ ନର୍ସରୀରେ ଚାରା ଦୁର୍ନୀତି, ଓ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।  ଏକ ହାତ ଲେଖା ସୁଇସାଇଡ଼ ନୋଟ ଛାଡି ଯାଇଥିଲେ ସଞ୍ଜୟ ।  ଭବାନୀପାଟଣା ସ୍ଥିତ ନିଜ ସରକାରୀ ବାସ ଭବନରେ ସଞ୍ଜୟଙ୍କ ଆତ୍ମହତ୍ୟା ଘଟଣାକୁ ନେଇ,ବିଭାଗ ପକ୍ଷରୁ ଆଜି ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଭବାନୀପାଟଣା ପୋଲିସ ତାଙ୍କୁ ଜେରା କରୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ମାଓ ବାଦୀ
41m ago
ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ
ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏ
MAHAKUMBH
CM Yogi Unveils MahaKumbh-2025 Logo, Launches Website & App
New Delhi, Oct 6: Chief Minister Yogi Adityanath on Sunday unveiled the logo for the MahaKumbh-2025 and launched its website and app in Prayagraj. The
ଗର୍ଭବତୀ
ଗର୍ଭବତୀଙ୍କୁ ଦିଆଯାଇଛି  Expiry ମେଡିସିନ୍
ଯାଜପୁର: ଗର୍ଭବତୀଙ୍କୁ ଦିଆଯାଇଛି ଏକ୍ସପାଇରୀ ମେଡିସିନ୍ । ଦୁଇ ମାସ ପୂର୍ଵରୁ ଔଷଧଗୁଡିକ ଏକ୍ସପାଇରୀ ହୋଇସାରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁ