ୱେବ ସାମ୍ବାଦିକଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇଲେ
by Argus News
Mon, Oct 07 | 5:24 p.m.

ଅର୍ଗସ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଶ୍ରୀପୁରା ଗାଁ ଠାରେ ବିଜେଡି ଗୁଣ୍ଡାଙ୍କ ଦାଦାଗିରି । ଶ୍ରୀପୁରା ଗ୍ରାମ ନିକଟରେ ଥିବା ଏଫସଲନ କମ୍ପାନୀ ସମ୍ମୁଖରେ ଗ୍ରାମବାସୀ ବିଭିନ୍ନ ସମସ୍ୟା ଓ ସ୍ଥାନୀୟ ନିଯୁକ୍ତି ଦାବିନେଇ ଧାରଣାରେ ବିସିଥିବା ଆନ୍ଦୋଳନ କାରୀଙ୍କୁ ବିରୋଧ କରାଯାଇଛି। 

କେତେଜଣ ସ୍ଥାନୀୟ ବିଜେଡି ନେତା କମ୍ପାନୀର ଗୁଣ୍ଡା ସାଜି ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିବା ସମୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା । ଘଟଣା ସ୍ଥଳରେ ଥିବା ଖବର ସଂଗ୍ରହ ପାଇଁ ଥିବା ୱେବ ସାମ୍ବାଦିକଙ୍କୁ ଫଟୋ ଭିଡିଓ କରୁଥିବା ସମୟରେ ଗାଳିଗୁଲଜ ବିରୋଧ କରିବା ସହ ୱେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ଜଣଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି ଏବଂ ଆଉ ଜଣଙ୍କର କ୍ୟାମେରା ଛଡେଇ ଫିଙ୍ଗି ଦେଇ ମାଡ଼ପିଟ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ଡାକ୍ତରଖାନା ନେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଗ୍ରାହକଙ୍କୁ ଝଟକା
3m ago
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ
ଉତ୍କଣ୍ଠା
27m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
32m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା