ଗୋ ମାଂସ ଚାଲାଣ ବେଳେ ମାଡି ବସିଲା ପୋଲିସ
by Argus News
Tue, Jul 16 | 9:46 a.m.

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜ୍ୟ ବାହାରକୁ ଗୋ ମାଂସ ଚାଲାଣ ବେଳେ ଗୋଡ଼ାଇ ଧରିଲେ ସ୍ଥାନୀୟ ଲୋକେ । ପିକ୍ ଅପ୍ ଭ୍ୟାନରେ ହେଉଥିଲା ଗୋ ମାଂସ ଚାଲାଣ । ପୁରୀ ଆଡୁ ପିକ୍ ଅପ ଭ୍ୟାନକୁ ପିଛା କରି ନୟାପଲ୍ଲୀ କ୍ରାଉନ ହୋଟେଲ ସାମ୍ନାରେ ଧରିଲେ କିଛି ଯୁବକ ଓ ସ୍ଥାନୀୟ ଲୋକେ ।  ଗାଡି ଛାଡି ଡ୍ରାଇଭର ଓ ହେଲପର୍ ଫେରାର ।  

ଘଟଣାସ୍ଥଳରୁ ଗୋ ମାଂସ ବୋଝେଇ ଗାଡିକୁ ଜବତ କରିଛି ନୟାପଲୀ ଥାନା ପୋଲିସ । 5 କୁଇଣ୍ଟାଲରୁ ଅଧିକ ଗୋମାଂସ ହେଉଥିଲା ଚାଲାଣ ।  ଗୋ ମାଂସ ଚାଲାଣ ପଛରେ କିଏ ସେନେଇ ଅଧିକ ଖୋଳ ତାଡ କରୁଛି ପୋଲିସ । 

ଆହୁରି ପଢନ୍ତୁ ଓଡିଶା ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା