ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ 
by Argus News
Wed, Apr 17 | 3:26 p.m.

ସୁନ୍ଦରଗଡ:  ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ । ରାଉରକେଲା ଝାଡ଼ଖଣ୍ଡ ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା ଥାନା ଟେନ୍‌ଟୋ ଜଙ୍ଗଲରେ  ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଙ୍ଗ ଅପରେସନ ସମୟରେ ଠାବ ହୋଇଛି ମାଓ କ୍ୟାମ୍ପ । ଜବତ ହୋଇଛି ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର , ପାଂଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର , ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ।

ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତା ସହଯୋଗୀ ମନଚୁ , ଚମନ ,ଅଜୟ ସହ ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଙ୍କାଇବାକୁ କରୁଛନ୍ତି ଯୋଜନା । ଖବାର ପାଇ ସୁରକ୍ଷା କର୍ମୀ କରିଥିଲେ କୁମ୍ବିଙ୍ଗ ଅପରେସନ ହେଲେ ଛତ୍ରଭଙ୍ଗ ଦେଇଥିଲେ ମାଓନେତା ।  ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ଅଛି ଆଲର୍ଟ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍