ଛତିଶଗଡ଼ରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା , ୧୬ ହାର୍ଡକୋର ମାଓବାଦୀ ଗିରଫ
by Argus News
Fri, May 31 | 8:59 a.m.

ମାଲକାନଗିରି : ଛତିଶଗଡ଼ ରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା । ଗିରଫ ହେଲେ ୧୬ ହାର୍ଡକୋର ମାଓବାଦୀ । ବିଜାପୁର କୋତବାଲି ଥାନା ଅଂଚଳରୁ drg ଓ crpf ଙ୍କ ମିଳିତ ଅପରେସନ ରେ 11 ମାଓବାଦୀ ଗିରଫ ହୋଇଛନ୍ତି । ସେହିଭଳି ଅସୁର ଥାନା ଅଂଚଳ ରୁ drg ଓ crpf ଙ୍କ ମିଳିତ ଅପରେସନ ରେ ଆଉ 5 ମାଓବାଦୀ ଗିରଫ ହୋଇଛନ୍ତି ।

ଅଧିକ ପଢନ୍ତୁ : ଛତିଶଗଡ଼ରେ ଏନକାଉଣ୍ଟର, ୪ ନକ୍ସଲଙ୍କ ନିହତ

ଗିରଫ ହୋଇଥିବା ସମସ୍ତ ନକ୍ସଲ ବିଭିନ୍ନ ସମୟରେ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ବେଳେ ଛତିଶଗଡ଼ରେ ଘଟିଥିବା ଅନେକ ହିଂସା ଘଟଣାରେ ଏମାନେ ସାମିଲ ଥିବା କଥା ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା