ରାସ୍ତା ଉପରେ ଉପୁଡ଼ି ପଡିଛି ବଡ଼ ବଡ଼ ଗଛ
by Argus News
Fri, Oct 25 | 3:55 p.m.

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଏବଂ ବାହାନଗା ବ୍ଲକ ରେ ବାତ୍ୟାର ପ୍ରଭାବ ଦେଖିବାପାଇଁ ମିଳିଛି, ବିଭିନ୍ନ ସ୍ଥାନରେ ଗଡ଼ିପଡ଼ିଛି ପୁରୁଣା ବଡ ବଡ଼ ଗଛ, ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ। ଟେଣ୍ଟେଇ ଗୁଡ଼ ମୁଖ୍ୟ ରାସ୍ତା ରେ ପଡି ରହିଛି ଅନେକ ବଡ଼ ବଡ଼ ଗଛ। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ଥାନୀୟ ଟେଣ୍ଟେଇ ସରପଞ୍ଚ ଲଷ୍ମୀକାନ୍ତ ମଳିକଙ୍କ ଉପସ୍ଥିତ ରହି 

ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କୁ ଧରି ତୋରିତ ବେଗରେ ଗଛ କାଟି ରାସ୍ତା ସଫା କରୁଛନ୍ତି।  ପ୍ରଶାସନ ବି ପୁରା ସଜାଗ ହୋଇ ଗାଁ ଗାଁ ରେ ଘର ଉପରେ ପଡି ରହିଥିବା ଗଛ ଗୋଡ଼ିକୁ ସଫା କରିବା ପାଇଁ ପ୍ରସ୍ତୁତି ଜୋର ଦାର କରିଛି। ବିଭିନ୍ନ ସ୍ଥାନ ରେ ଘର ଉପରେ ମଧ୍ୟ ଗଛ ପଡ଼ିଥିବା ଚିତ୍ର ସାମ୍ନା କୁ ଆସିଥିବା ବେଳେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ, NDRF ଟିମ ପୁରା ସଜାଗ ରହି କାର୍ଯ୍ୟ କରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

HAIR FALL
5m ago
କେଶ ଝଡିବା କମ୍ କରିବ ଏହି ପାଣି
ଅର୍ଗସ ବ୍ୟୁରୋ: ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ
DRY FRUITS
11m ago
ଅଦୃଶ୍ୟତାରୁ ମୁକ୍ତି ଦେବ ଡ୍ରାଏ ଫ୍ରୁଟ୍ସ
ଅର୍ଗସ ବ୍ୟୁରୋ: ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଶୀତ ଋତୁରେ ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଉପାଦାନରେ ଭରପୂର । ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଆପଣ ଆପଣଙ୍କର ପୁର
CYCLONE
15m ago
ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ବଢ଼ିଛି ବର୍ଷାର ପରିମାଣ । ଧୀରେ ଧୀରେ ବଢ଼ିବାର ଲାଗିଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର । ବନ୍ୟ