ବିଜୁ ଜନତା ଦଳର ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ
by Argus News
Wed, May 22 | 9:16 p.m.

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳର ଅନ୍ଧାରୀ ରାତିରେ ଟଙ୍କା ବଣ୍ଟା ଅଭିଯାନ । ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧରି ପଡ଼ା ସାହି ବୁଲି ମହିଳା ମାନଙ୍କୁ ଗ୍ରୁପ ପିଛା ଦଶ ହଜାର ଟଙ୍କା ଦେଉଥିବା ଭିଡିଓ ଲାଗିଛି ଅର୍ଗସ ହାତରେ । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ କିଛି ନିର୍ଦ୍ଧିଷ୍ଟ ଗୋଷ୍ଟିର ମହିଳା ବୁଲି ବୁଲି ଟଙ୍କା ବଣ୍ଟା କରୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ହାରିବା ଭୟରେ ବିଜେଡି ଏବେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧରି ଟଙ୍କା ଦେଉଛି । ବିଜୁ ଜନତା ଦଳ ଗୋଷ୍ଟି ପିଛା ଦଶ ହଜାର ମୁଣ୍ଡ ପିଛା ଏକ ହଜାର ଟଙ୍କା ଦେଉଛି । ପଇସା ଦେଇ ବିଜେଡି ଭୋଟ କିଣୁଛି। ସମ୍ବଲପୁର ଚେରୁଆପଡ଼ା, ମୋଦୀପଡ଼ା, ହାଉସିଂ ବୋର୍ଡ କଲୋନୀ ରେ ମୁଣ୍ଡ ପିଛା ଏକ ହଜାର ଟଙ୍କା ଦେଉଛି ବିଜେଡି ।

RAILWAY
14m ago
ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍
NTA
18m ago
ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ
ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କ
MOHAN
38m ago
ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଅର୍ଗସ ବ୍ୟୁରୋ: ଆଜି ନିଜ ଜନ୍ମମାଟିକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବ