ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ଆଇଇଡି ଜବତ
by Argus News
Fri, Sep 20 | 10:27 a.m.

ମାଲକାନଗିରି : କାନଗିରି କାଲିମେଳାର ବୋଡିଗେଟା ଗାଁରୁ ଶକ୍ତିଶାଳୀ ଆଇଇଡି ଜବତ କରିଛି । ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ଗୋଟିଏ ଆଇଇଡି, ଡିଟୋନେଟର ଓ ତାର ଜବତ କରାଯାଇଛି ।

ବିସ୍ଫୋରକ ସାମଗ୍ରୀ ଗୁଡକୁ ଏକ ଗଛତଳେ ଲୁଚାଇ ରଖାଯାଇଥିଲା । ଆଇଇଡି ଜବତ କରିବା ପରେ ତାକୁ ନିଷ୍କ୍ରିୟ କରାଯାଇଛି । ଏଥିସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 
 

AMIT SHAH
1m ago
ଶାହଙ୍କ ଦମ୍ଭୋକ୍ତି: ୨୬ ସୁଦ୍ଧା ସଫା ହେବେ ନକ୍ସଲ !
ଅର୍ଗସ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ୨୦୨୬ ସୁଦ୍ଧା ଦେଶରୁ ସଫା ହେବେ ନକ୍ସଲ । କୌଣସି ରାଜ୍ୟରେ ତାଙ୍କର ଉତ୍ପାତ ବି ଦେଖିବାକୁ ମିଳିବନି । ଏହାସହ ମାଓବାଦୀମାନଙ୍କ
BMC
5m ago
ଓଡ଼ିଆ ଟାଇପ୍‌ ନଜାଣିଲେ ଚାକିରିରୁ ବିଦା !
ଅର୍ଗସ ବ୍ୟୁରୋ: ଚାକିରି କରିବ ତ ଓଡ଼ିଆ ଶିଖିବା ବାଧ୍ୟତାମୂଳକ । କାରଣ ଓଡ଼ିଆରେ ଟାଇପ୍‌ ନଜାଣିଲେ ଚାକିରି ଯିବ । ମିନିଟ୍‌କୁ ୬୦ ଶଦ୍ଦ ଟାଇପ୍‌ କରିବେ ତାହା ପୁଣି ଶୁଦ୍
ଜଳଖିଆ
6m ago
ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୪ଟି ଖାଦ୍ୟ, ଦିନସାରା ରହିବେ ସତେଜ
ଅର୍ଗସ ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭତରେ ଲୋକମାନେ ନିଜ ଖାଦ୍ୟପାଇଁ ବହୁ ଚିନ୍ତାରେ ରହୁଛନ୍ତି। କ'ଣ ଖାଇବେ, କ'ଣ ଖାଇବେ ନାହିଁ ଯାହା ଦ୍ଵାରା ଅଧିକ ମୋଟା ହେବ