ନିର୍ବାଚନୀ ଋତୁରେ କୁକୁଡା ବେପାରୀ ମାଲେମାଲ୍
by Argus News
Tue, May 28 | 3:34 p.m.

ଭଦ୍ରକ:  ନିର୍ବାଚନୀ ଋତୁରେ ଚିକେନ ଦାମରେ  ମହଙ୍ଗା ମାଡ଼ । ମାଛ ବେପାର ଡାଉନ, ଚିକେନ ବେପାରୀ ମଲେମାଲ୍ । ସଭା ସମିତି, ରା଼ଲିରେ ଲୋକଙ୍କ ପସନ୍ଦ ଚିକେନ । ଦିନକୁ ବେପାର ଯାହା ଥିଲା, ଏବେ ତାହା ଦୁଇଗୁଣ । ଚିକେନ କାଟି କାଟି ବେପାରୀ ବେହାଲ । ଖାଇବାକୁ ପିଇବାକୁ ସମୟ ନାହିଁ । ଦିନକୁ ପାଖାପାଖି ଗୋଟିଏ ଦୋକାନରୁ ଯାଉଛି 4 ରୁ 5 କୁଇଣ୍ଟାଲ ଚିକେନ । ଏପରିକି ଚିକେନ କିଲୋ ପିଛା 200 ଥିଲା, ଏବେ ତାହା ବଢ଼ିକି 260 ରେ ପହଂଚିଲାଣି । ତଥାପି ଲୋକଙ୍କର ନିଘା ନାହିଁ । ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବେପାରୀ । 

ନିର୍ବାଚନୀ ଋତୁରେ ସବୁବେଳେ ପ୍ରଚାର, ରାଲି, ସଭା କାର୍ଯ୍ୟକ୍ରମ ଆଦି ବିଭିନ୍ନ ଦଳ ପକ୍ଷରୁ ଆୟୋଜନ କରାଯାଉଛି । ଭୋଜି ଭାତରେ ଚିକେନ ଭୋଜି ହେଉଛି । ଆଉ ଚିକେନ୍ ର ଡିମାଣ୍ଡ ଦେଖି ରେଟ୍ ବଢେଇବାରେ ଲାଗିଛନ୍ତି ବେପାରୀ । ସେପଟେ ରେଟ୍ ବଢି ବଢି ଚିକେନ ଦର 200 ରୁ ଆସି 260 ହେଲାଣି । 
 

ଆହୁରି ପଢନ୍ତୁ ରାଜନୀତି ଖବର...

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା