ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
by Argus News
Mon, Sep 30 | 7:22 a.m.

ଅର୍ଗସ ବ୍ୟୁରୋ:  ଆଜିଠାରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଓ କାଲି ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆଜି ପଶ୍ଚିମ ସିଂଭୂମର ଜଗନ୍ନାଥପୁର ଯିବେ ସିଏମ। ଆସନ୍ତାକାଲି ଚାଇଁବାସାର କୋଲହାନ ଯିବା ନେଇ ସୂଚନା। ଝାଡ଼ଖଣ୍ଡରେ ଥିବା ଓଡ଼ିଆଙ୍କୁ ଭେଟିବେ ମୋହନ। ଓଡ଼ିଆ ସମାଜ ସହ ରାଞ୍ଚିରେ କରିବେ ଆଲୋଚନା। ରାତିରେ ରାଞ୍ଚିରେ କରିବେ ରାତ୍ରୀ ରହଣୀ। ରାଞ୍ଚିରେ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବେ। ଏ ଅବସରରେ ସେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମାଛ
3m ago
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା
ନୂଆଦିଲ୍ଲୀ: ମାଛ ତରକାରୀ ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର । ଦୁନିଆରେ ମାଛକୁ ସବୁଠାରୁ ହେଲଦି ଫୁଡ୍‌ କୁହାଯାଇଥାଏ। ମାଛରେ ଅନେକ ପୋଷ
ଭାରତର ଶ୍ରେଷ୍ଠ
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ