ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ ପୂର୍ବରୁ ଚୀନର ବଡ଼ ଘୋଷଣା
by Argus News
Wed, Dec 18 | 12:43 p.m.

ଅର୍ଗସ ବ୍ୟୁରୋ: ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିମଣ୍ଡଳି ବୈଠକ ପୂର୍ବରୁ ଚୀନର ବଡ଼ ଘୋଷଣା । ଭାରତ ସହ କାମ କରିବ ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସହ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗଇ ସାକ୍ଷାତ କରିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସ୍ଥିର ପାଇଁ ଭାରତ ସହ ଚୀନ୍ କାମ କରିବାକୁ ସହମତି ଭରିଛି । 

ଆଜି ବେଜିଂରେ ଉଭୟ ଦେଶର ପ୍ରତିନିଧମଣ୍ଡଳୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସାମିଲ ହେବେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା । ଚୀନ ସହ ଏଲଏସି ବିବାଦ ଭିତରେ ଡୋଭାଲଙ୍କ ଚୀନଙ୍କ ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବବହନ କରୁଛି । ଗଲୱାନ୍ ଘାଟି ହିଂସାକାଣ୍ଡ ପରଠୁ ଏହା ହେଉଛି ଅଜିତ ଡୋଭାଲଙ୍କ ପ୍ରଥମ ଚୀନ ଗସ୍ତ । 

ଶେଷଥର ପାଇଁ ୨୦୧୯ ମସିହାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତ କରିଥିଲେ  । ଗଲୱାନ ଘାଟି ହିଂସା ପରଠୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଚାଲିଛି  । ଏହା ପୂର୍ବରୁ ଡୋଭାଲ ସେପ୍ଟେମ୍ବର ୧୨ରେ ରୁଷରେ ଚୀନ ବୈଦେଶିକମନ୍ତ୍ରୀଙ୍କୁ ଭେଟିଥିଲେ ।
 

ବୈଷ୍ଣବ ଚରଣ ସାମଲ
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଅର୍ଗସ ବ୍ୟୁରୋ : କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମ
ପ୍ରଧାନମନ୍ତ୍ରୀ ମୋଦି
ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ ବର୍ଷିଲେ ମୋଦି
ଅର୍ଗସ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ବାବା ସାହେବ ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ `X'ରେ ପୋଷ୍ଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ
FIRE MISHAP
ପୁରୀ ମଙ୍ଗଳା ଘାଟସ୍ଥିତ ସାବୁନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ପୁରୀ: ପୁରୀ ମଙ୍ଗଳା ଘାଟସ୍ଥିତ ସାବୁନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଛନ୍ତି ତିନିଟି ଅଗ୍ନିଶମ ଗାଡ଼ି
ସାଇବର ଠକ
କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ
ଅର୍ଗସ ବ୍ୟୁରୋ: କାର ଡିଲରସିପ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । କଟକର ଜଣେ ବ୍ୟବସାୟୀଙ୍କଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। କଟକ ସାଇବର
ଋଷ-ୟୁକ୍ରେନ୍ ବିବାଦ
ରୁଷିଆ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଇଗୋର କିରିଲଭ୍ ନିହତ
ଅର୍ଗସ ବ୍ୟୁରୋ: ଘନଉଛି ଋଷ-ୟୁକ୍ରେନ୍ ବିବାଦ । ମସ୍କୋରେ ୟୁକ୍ରେନର ବଡ଼ ଧରଣର ବିସ୍ଫୋରଣ । ରୁଷିଆ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ଜେନେରାଲ ଇଗୋର କିରିଲଭ୍ ନିହତ । ଯୋଜନାବଦ୍ଧ ହତ୍ୟ