LED  ବିଜ୍ଞାପନ ନାମରେ ୨ କୋଟି ଠକି ନେଲେ  ଦମ୍ପତି 
by Argus News
Thu, Mar 28 | 8:39 a.m.

 ଭୁବନେଶ୍ୱର:  ଏଲଇଡିରେ ବିଜ୍ଞାପନ ନାମରେ ୨ କୋଟି ଟଙ୍କା ଠକେଇ କରିଛନ୍ତି ଦମ୍ପତି। ଘଟଣାରେ ସ୍ବାମୀ ଫେରାର ହୋଇଯାଇଥିବାବେଳେ ସ୍ତ୍ରୀକୁ ଗିରଫ କରିଛି ପୋଲିସ। ଗିରଫ ମହିଳା ହେଲେ ରାମି ଭୂୟାଁ ଓରଫ ରମି ପୃଷ୍ଟି । ମୁମ୍ବାଇର ଏକ ବିଲ୍ଡର ଅଫିସରେ କାମ କରୁଥିଲେ ।

Quick click add media ଜରିଆରେ ଓଡ଼ିଶାର ଏକାଧିକ ଜିଲ୍ଲାର ଲୋକଙ୍କୁ ଠକେଇ କରିଛନ୍ତି । ଓଡ଼ିଶାରୁ ପାଖାପାଖି ୨ କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର  

ବାସୁଦେବପୁର
28m ago
ସକାଳ 8ଟା ସୁଦ୍ଧା ସବୁ ସରକାରୀ ଅଫିସରେ ଝୁଲୁଛି ତାଲା
ଭଦ୍ରକ: ସରକାରୀ ନିୟମକୁ ମାନୁ ନାହାନ୍ତି ସରକାରୀ ବାବୁ । ସକାଳ 8ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଝୁଲୁଛି ତାଲା । ବାସୁଦେବପୁର ବ୍ଲକ ଗ୍ରାମପଞ୍ଚାୟତ ବିଭାଗ
INTELLIGENT CHILD
46m ago
ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍
ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତ
DHARMENDRA PRADHAN
ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର