ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା
by Argus News
Mon, Sep 30 | 7:17 a.m.

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର। ଉମାଶଙ୍କର ଦାସ ହେଲେ ଅତିରିକ୍ତ ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକିକରଣ ଦାୟିତ୍ବ। ସେହିପରି ଏ. କେ. ରୟ ହେଲେ ଜେଲ ବିଭାଗ ଡିଜି, ଏସ ଏମ ନରଭଣେ ହେଲେ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେଶନର ନିର୍ଦ୍ଦେଶକ, ଅରୁଣ ବୋଥ୍ରା ହେଲେ ADGP,ରେଳ ଓ ଉପକୂଳ ସୁରକ୍ଷା, ସଞ୍ଜୟ କୁମାର କୌଶଲ ହେଲେ IGP, ଭିଜିଲାନ୍ସ ପ୍ରତିଷ୍ଠାନ, ପ୍ରକାଶ ଆର୍ ହେଲେ କ୍ରାଇମବ୍ରାଞ୍ଚ ଡିଆଇଜି। ସେହିପରି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ପ୍ରତୀକ ସିଂ ହେଲେ କଟକ ଏସପି, ରାହୁଲ ଜୈନ ହେଲେ ଅନୁଗୋଳ ଏସପି, ବିନୀତ ଅଗ୍ରୱାଲ୍ ହେଲ ପୁରୀ ଏସପି..।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ମାଛ
2m ago
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା
ନୂଆଦିଲ୍ଲୀ: ମାଛ ତରକାରୀ ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର । ଦୁନିଆରେ ମାଛକୁ ସବୁଠାରୁ ହେଲଦି ଫୁଡ୍‌ କୁହାଯାଇଥାଏ। ମାଛରେ ଅନେକ ପୋଷ
ଭାରତର ଶ୍ରେଷ୍ଠ
ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ଦେବମାଲି
ଅର୍ଗସ ବ୍ୟୁରୋ: ଭାରତର ଗଳିକନ୍ଦିରେ ରହିଛି ଅନେକ ଗାଁ ରହିଛି। କିଛି ଆମେ ଜାଣିପାରୁଛେ ତ। ଆଉ କିଛି ଦୃଷ୍ଟିଆଢ଼ୁଆଳରେ ରହିଯାଇଛି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠି କାହାର ବି ଜମି ପଟ୍ଟ
ମିଥୁନ ଚକ୍ରବର୍ତ୍ତୀ
ଦର୍ଶକ ହୃଦୟରେ ରାଜ ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡ, ମନେପଡେ ଚଳଚ୍ଚିତ୍ର ଡିସ୍କୋ ଡାନ୍ସର୍
ଅର୍ଗସ ବ୍ୟୁରୋ:୪୮ ବର୍ଷର କ୍ୟାରିୟର,୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକ ହୃଦୟରେ ରାଜ କରୁଛନ୍ତି,୩ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି । ତାଙ୍କ ଡେବ୍ୟ