ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ
by Argus News
Fri, Oct 25 | 10:30 a.m.

ବାଲେଶ୍ବର : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ଗଛ,ଜଣେ ଗୁରୁତର ଆହତ । ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ବାଲିଆପାଳ ବ୍ଲକ ଚୈ।ମୁଖ ଗ୍ରାମରେ ଅଘଟଣ ।

ଅଧିକ ପଢନ୍ତୁ : speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...

ଗ୍ରାମର ଶତୃଘନ ପାତ୍ରଙ୍କ ଘର ଉପରେ ଭାଙ୍ଗି ପଡ଼ିଲା ନଡ଼ିଆ ଗଛ, ଶତୃଘନ ଙ୍କ ସାନଭାଇ ତପନ ପାତ୍ର ଗୁରୁତର ଆହତ ହୋଇଛନ୍ତି । ତପନ ରାତିରେ ଶୋଇଥିବା ବେଳେ‌ ତାଙ୍କ ଶୋଇଥିବା ଘର ଉପରେ ଗଛ ଭାଙ୍ଗି ପଡିଥିଲା ।ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
 

ବାତ୍ୟା ଦୁର୍ବଳ
7m ago
ବାତ୍ୟା ଦୁର୍ବଳ ହେବାକୁ ନେଇ ଏପରି କହିଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା
ଅର୍ଗସ ବ୍ୟୁରୋ : ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକ
ଚାନ୍ଦବାଲି
ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ
ଅର୍ଗସ ବ୍ୟୁରୋ : ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ । ଗତ 24 ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ ହୋଇଛି । ରାଜକନିକାରେ 156.0 ମିମି ବର୍ଷା ରେକର୍ଡ ହୋଇଛ
ବାତ୍ୟା ସମୀକ୍ଷା
ବାତ୍ୟା ସମୀକ୍ଷା ; ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଜିରୋ କାଜୁଆଲିଟିରେ ସଫଳ ମୁଖ୍ୟମନ୍ତ୍ରୀ । ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଜିରୋ କାଜୁଆଲିଟିରେ ସଫଳ ହୋଇଛୁ କହିଲେ । ସଫଳ ମୁକାବିଲା ପାଇଁ ସବ