ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜରେ ଏକ ଦନ୍ତାହାତୀର ମୃତ୍ୟୁ
by Argus News
Fri, Aug 30 | 11:45 a.m.

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ଅଞ୍ଚଳର ପୁଣି ଏକ ଦନ୍ତାହାତୀର ମୃତ୍ୟୁ। ଟାଙ୍ଗି ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ଗାଁ ନିକଟରେ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ଏକ ସାରୁ ବିଲରେ ମୃତ୍ୟୁ ବରଣ କରିଛି। ମୃତହାତୀର ଆନୁମାନିକ ବୟସ ୨0ବର୍ଷ ହେବ। 

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ବନବିଭାଗର ଖୋର୍ଦ୍ଧା ଡିଏଫ୍ଓ, ଆରସିସିଏଫ୍, ଏସିଏଫ, ଟାଙ୍ଗି ରେଞ୍ଜର ପହଞ୍ଚି ଅନୁସନ୍ଧାନ ଚଲାଇଛନ୍ତି। ହାତୀର ଶୁଣ୍ଢରୁ ରକ୍ତ ବାହାରୁଛି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଡିଏଫ୍ଓ କହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

 

ଗ୍ରେ ଡିଭର୍ସ
4m ago
ଭାରତରେ କାହିଁକି ବଢୁଛି ଗ୍ରେ ଡିଭର୍ସ?
ଅର୍ଗସ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ରିଲେସନସିପ ବା ସମ୍ପର୍କର ସଂଜ୍ଞା ବଦଳି ଯାଇଛି ଓ ସମ୍ପର୍କର ଗୋଟେ ନାଁ ଦେବାକୁ ପଡୁଛି ଆଉ ଉଦାହରଣ ହେଉଛି ଗ୍ରେ ଡିଭର୍ସ । ତେବେ ହଠାତ୍ ଏହି ଗ୍ର
ମଧୁମେହ
10m ago
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି
ପାଟଣାଗଡ଼ରେ
11m ago
ପାଟଣାଗଡ଼ରେ ୧୨ ଟିକିଆ ହାତୀ ପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର