ପୁରୀ ସହରରେ ଖୁବଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର
by Argus News
Fri, Oct 18 | 5:33 p.m.

ପୁରୀ : ପୁରୀ ସହରରେ ଖୁବଶୀଘ୍ର ଖୋଲିବ ଦିବ୍ୟାଙ୍ଗ ଆଶା କେନ୍ଦ୍ର । ଏହି କେନ୍ଦ୍ର ଦ୍ବାରା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ଆଉ ଶିବିରକୁ ଆସିବାକୁ ପଡିବ ନାହିଁ । ସେମାନେ ଦିବ୍ୟାଙ୍ଗ ଆଶା କେନ୍ଦ୍ରକୁ ଆସି ସବୁ ପ୍ରକାର ସହାୟତା ପାଇପାରିବେ । ରାଜ୍ୟ ସରକାର ପୁରୀରେ ଜମି ଚିହ୍ନଟ କରି ଯୋଗାଇଲେ ଏହି ଦିବ୍ୟାଙ୍ଗ ଆଶା କେନ୍ଦ୍ର ଖୋଲିବ ।

ଅଧିକ ପଢନ୍ତୁ ଓଡିଶା ଖବର

କେନ୍ଦ୍ର ସାମାଜିକ ରାଷ୍ଟ୍ର ମନ୍ତ୍ରୀ ବି .ଏଲ.ବର୍ମା ଭୋଳନାଥ ଵିଦ୍ୟାପୀଠ ପରିସରରେ ଆୟୋଜିତ ସାମାଜିକ ଅଧିକାର ଶିବିରରେ ଯୋଗ ଦେଇ ଏହା କହିଛନ୍ତି ।

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ