ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
by Argus News
Fri, Oct 18 | 9:43 p.m.

ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହି ଇସ୍ତଫା ଦେଇଛନ୍ତି । ଅଗଣତାନ୍ତ୍ରିକ ଭାବେ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ଵାରା ପ୍ରଭାବିତ ହୋଇ କାରଣ ଦର୍ଶାଅ ନୋଟିସ କରାଯାଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ। ଦଳରେ ଦୁର୍ନୀତି ଖୋର ଙ୍କୁ ସୁରକ୍ଷା ଦିଆ ଯାଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜୟ ଲକ୍ଷ୍ମୀ ।

ଅଧିକ ପଢନ୍ତୁ ଓଡିଶା ଖବର

ଦୁର୍ନୀତି ଖୋରଙ୍କ ସୁରକ୍ଷା କବଚ ସାଜିଥିଲେ ଡ଼ି.ଏସ୍ କୁଟେ ବୋଲି ବି ସେ ଅଭିଯୋଗ ଆଣିଛନ୍ତି । ଦୁଇ ବର୍ଷ ଧରି ଦୁର୍ନୀତି ବିରୁଦ୍ଧରେ ସ୍ବର  ଉତ୍ତୋଳନ କରିବା  ସହ ନ୍ୟାୟ ପାଇଁ ଲଢେଇ କରିବାରୁ କୁଚକ୍ରି ଗୋଷ୍ଠୀଙ୍କ ରୋଷର ଶିକାର ହୋଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ବିଜୟ ଲକ୍ଷ୍ମୀ ।

BJD
ବିଜେଡି ହାରିବାର 3 କାରଣ କହିଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କାହିଁକି ହାରିଲା ବିଜେଡି । ଏହାର 3 କାରଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ର
ବିଜୟଲକ୍ଷ୍ମୀ
ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ
ଅର୍ଗସ ବ୍ୟୁରୋ :ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାନେତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟଲକ୍ଷ୍ମୀ ମହାପାତ୍ର । କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ସହ ସେ ଏହ
ପାଣ୍ଡିଆନ୍
ବରିଷ୍ଠ ନେତା ଅମର ଶତପଥୀଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଲେ ତେରଛା ବାଣ
ଅର୍ଗସ ବ୍ୟୁରୋ : ପାଣ୍ଡିଆନ୍ ଙ୍କ ପୋଲ୍ ଖୋଲିଦେଲେ ବାବା ପ୍ରସନ୍ନ । କହିଲେ ନବୀନଙ୍କ ଚଉକି ଉପରେ ଥିଲା ପାଣ୍ଡିଆନ୍ ଙ୍କ ଆଖି । ନବୀନଙ୍କୁ ହଟାଇ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରିଥିଲ