ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍
by Argus News
Fri, Oct 04 | 7:06 p.m.

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପାର୍ବଣର ଖୁସିକୁ ଦୁଇଗୁଣିତ କରିବ ଖିମଜୀ । ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍ ।  ସେଥିପାଇଁ ଡେରି ନକରି ଆପଣଙ୍କ ନିକଟସ୍ଥ ଷୋର୍ କୁ ଯାଆନ୍ତୁ । ଏବଂ ଆକର୍ଣଣୀୟ ଅଫର୍ ର ଲାଭ ଉଠାନ୍ତୁ । ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ ଡେରି ନକରି ଘରକୁ ସୁନା କିଣି ନିଅନ୍ତୁ । କିମ୍ବା ଆପଣଙ୍କ ପ୍ରିୟଜନଙ୍କୁ ସୁନା କିଣି ଉପହାର ଦିଅନ୍ତୁ । 

ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ । ଖିମଜୀ ଜୁଏଲର୍ସରେ ଅଳଙ୍କାରର ଡିଜାଇନ ସବୁବେଳେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥାଏ । ବର୍ଷ ବର୍ଷ ଧରି ଖିମଜୀ ଗ୍ରାହକଙ୍କୁ ଭଲ ଅଳଙ୍କାର ଦେବା ସହ ସହ ଶୁଦ୍ଧତା ଓ ଆକର୍ଷଣୀୟ ଡିଜାଇନ୍‌  ମଧ୍ୟ ଯୋଗାଇଥାଏ । ଯଦି ଆପଣ ୩୦,୦୦୦ଟଙ୍କାର ହୀରା କିଣୁଛନ୍ତି ତେବେ ମାଗଣାରେ ଦୁଇଟି ଗୋଲ୍ଡ କଏନ୍ ପାଇପାରିବେ । ଏହାସହ ଯଦି ଆପଣ ୩୦,୦୦୦ଟଙ୍କାର ସୁନା ମଧ୍ୟ କିଣୁଛନ୍ତି ତେବେ ଆପଣଙ୍କୁ ମିଳିବ ଦୁଇଟି ଗୋଲ୍ଡ କଏନ । 
ଆଉ ଡେରି କରନ୍ତୁନି । ଦଶହରାରେ ଅଫର୍ ର ଭରପୁର ଫାଇଦା ଉଠାନ୍ତୁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯୁବକ ଗିରଫ
16m ago
ଯୁବତୀଙ୍କ ଫୋଟୋ ଭାଇରାଲ୍ କରିବା ପଡିଲା ମହଙ୍ଗା, ଯୁବକ ଗିରଫ
ବଲାଙ୍ଗୀର: ଜଣେ ଯୁବତୀଙ୍କ ଫଟୋକୁ ଫେକ୍ ଫେସବୁକ ଆକାଉଣ୍ଟରେ ଭାଇରାଲ୍ କରିବା ପଡିଛି ମହଙ୍ଗା । ଭାଇରାଲ କରିଥିବା ଯୁବକ ଶମ୍ଭୁ ପ୍ରଧାନକୁ ପୁଲିସ ଗିରଫ କରିଛି । ଏଭଳି ଘଟଣ
CRIME BRANCH
29m ago
ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା। ହତ୍ୟା ଅଭିଯୋଗର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍
FIRE CRACKER
କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, ଆଡଭୋକେଟ କମିଟିର ପ୍ରସ୍ତାବ
ଅର୍ଗସ ବ୍ୟୁରୋ: କଟକରେ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା। କେବଳ ପରିବେଶ ଅନୁକୂଳ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟିର ପ୍ରସ୍ତାବ। ରାବଣ ପୋଡ଼ି ପାଇଁ ବାଲିଯାତ୍ର