ଅର୍ଗସ ବ୍ୟୁରୋ: ୨ ଦିନିଆ ତାମିଲନାଡ଼ୁ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଅବସରରେ ସେ କାଞ୍ଚିପୁରମର କାମାକ୍ଷି ଆମ୍ମା ମନ୍ଦିରରେ ଦର୍ଶନ କରିଛନ୍ତି । ଏହା ସହ କଞ୍ଚି କାମାକୋଟି ପିଟମ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ବାରା ପରିଚାଳିତ ଶ୍ରୀ ଚନ୍ଦ୍ରଶେଖେନ୍ଦ୍ର ସରସ୍ବତୀ ବିଶ୍ବ ମହାବିଦ୍ୟାଲୟ ପରିଦର୍ଶନ କରିଛନ୍ତି ।
Prayed at the Kamakshi Amman Temple in Kanchipuram. May Ma bless everyone with knowledge, wisdom, health and prosperity.
— Dharmendra Pradhan (@dpradhanbjp) November 28, 2024
One of the most sacred and ancient temples, this Shakti Peetha dedicated to Ma Kamakshi stands tall as a pillar of our cultural and spiritual heritage. pic.twitter.com/Qo479x8hCn
ବିଶ୍ବ ବିଦ୍ୟାଳୟରେ ଥିବା ତାଳପତ୍ରରେ ଖୋଦିତ ପାଣ୍ଡୁଲିପି ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, AI ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ବିରଳ ପାଣ୍ଡୁଲିପି କିପର ସଂଗ୍ରହରେ ରଖାଯାଇ ସେ ପଦକ୍ଷେପ ନିଆଯିବ ।
Had a tour of Sri Chandrasekharendra Saraswathi Viswa Mahavidyalaya run by Sri Kanchi Kamakoti Peetam Charitable Trust where I had the opportunity to visit the Palm Manuamp-script Preservation Centre. The centre is conserving, preserving, digitising and translating the treasure… pic.twitter.com/hK2ppTOiW1
— Dharmendra Pradhan (@dpradhanbjp) November 28, 2024